ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧି ବାହା ହେଲେ କନ୍ଯା

The Sakala Picture
Published On

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ। ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ଜଣେ କନ୍ଯା। ସେ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିଲେ। ଏହି କନ୍ଯା ଜଣଙ୍କ ନାଁ ହେଉଛି ଅକ୍ଷରା । ସେ ତାଙ୍କ ବିବାହର ଏକ ଫଟୋ ସୋସିଆଲ ସାଇଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଏବେ ଲୋକଙ୍କୁ […]

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ। ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ଜଣେ କନ୍ଯା। ସେ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିଲେ। ଏହି କନ୍ଯା ଜଣଙ୍କ ନାଁ ହେଉଛି ଅକ୍ଷରା । ସେ ତାଙ୍କ ବିବାହର ଏକ ଫଟୋ ସୋସିଆଲ ସାଇଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଏବେ ଲୋକଙ୍କୁ ବେଶ ପସନ୍ଦ ଆସୁଛି ।

ଆହୁରି ପଢ଼ନ୍ତୁ: ଅମରତ୍ୱ ସନ୍ଧାନରେ ପୁଟିନ୍‌: ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷର ୨୬ ବିଲିୟନ ଡଲାରର ମାଷ୍ଟର ପ୍ଲାନ୍‌

ଏପରିକି ସେମାନେ ତାଙ୍କ ବିବାହ ଭୋଜିରେ ବିଭିନ୍ନ ପ୍ରକାରର ଗୁପଚୁପ ପ୍ରସ୍ତୁତ କରିଥିଲେ । ଗୁପଚୁପ ଏବଂ ଚାଟ ମୋ ଜୀବନ । ସେଥିପାଇଁ ଏହାକୁ ନିଜ ବାହାଘରରେ ଗୁରୁତ୍ୱ ଦେଇଥିଲି ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

08 Jul 2021 By The Sakala

ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧି ବାହା ହେଲେ କନ୍ଯା

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ। ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ଜଣେ କନ୍ଯା। ସେ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିଲେ। ଏହି କନ୍ଯା ଜଣଙ୍କ ନାଁ ହେଉଛି ଅକ୍ଷରା । ସେ ତାଙ୍କ ବିବାହର ଏକ ଫଟୋ ସୋସିଆଲ ସାଇଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଏବେ ଲୋକଙ୍କୁ ବେଶ ପସନ୍ଦ ଆସୁଛି ।

ଏପରିକି ସେମାନେ ତାଙ୍କ ବିବାହ ଭୋଜିରେ ବିଭିନ୍ନ ପ୍ରକାରର ଗୁପଚୁପ ପ୍ରସ୍ତୁତ କରିଥିଲେ । ଗୁପଚୁପ ଏବଂ ଚାଟ ମୋ ଜୀବନ । ସେଥିପାଇଁ ଏହାକୁ ନିଜ ବାହାଘରରେ ଗୁରୁତ୍ୱ ଦେଇଥିଲି ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp