ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତି ପାଇଁ ଘରେ ରଖନ୍ତୁ ଏହିସବୁ ମୂର୍ତ୍ତି…

The Sakala Picture
Published On

ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ସେସବୁର ଦିଗ ସମ୍ପର୍କିତ ନିୟମ ଜାଣିବାକୁ ହୋଇଥାଏ। ନଚେତ୍‌ ସେସବୁ ବସ୍ତୁ ନକାରାତ୍ମକ ପ୍ରଭାବ ପକାଏ। ଆସନ୍ତୁ ଜାଣିନେବା ସୌଭାଗ୍ୟ ବୃଦ୍ଧି କରୁଥିବା ସେମିତି କିଛି ମୂର୍ତ୍ତି ଓ ତାହାକୁ ରଖିବାର ସଠିକ୍ ଦିଗ ସମ୍ପର୍କରେ। ଘରର ଉତ୍ତର ଦିଗରେ ହାତୀର ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ଧନ ଓ ଐଶ୍ବର୍ଯ୍ୟ ବୃଦ୍ଧି […]

ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ସେସବୁର ଦିଗ ସମ୍ପର୍କିତ ନିୟମ ଜାଣିବାକୁ ହୋଇଥାଏ। ନଚେତ୍‌ ସେସବୁ ବସ୍ତୁ ନକାରାତ୍ମକ ପ୍ରଭାବ ପକାଏ। ଆସନ୍ତୁ ଜାଣିନେବା ସୌଭାଗ୍ୟ ବୃଦ୍ଧି କରୁଥିବା ସେମିତି କିଛି ମୂର୍ତ୍ତି ଓ ତାହାକୁ ରଖିବାର ସଠିକ୍ ଦିଗ ସମ୍ପର୍କରେ।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

  • ଘରର ଉତ୍ତର ଦିଗରେ ହାତୀର ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ଧନ ଓ ଐଶ୍ବର୍ଯ୍ୟ ବୃଦ୍ଧି ହୋଇଥାଏ।
  • ଶୟନକକ୍ଷରେ ରୁପାନିର୍ମିତ ହାତୀ ମୂର୍ତ୍ତି ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
  • ହଂସର ଯୋଡ଼ାକୁ ପ୍ରେମ ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଘରେ ହଂସଯୋଡ଼ାର ମୂର୍ତ୍ତି ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ଭିତରେ ସ୍ନେହ ଓ ପ୍ରେମ ବୃଦ୍ଧି ହୁଏ। ଏହାକୁ ଘରର ଯେ କୌଣସି ସ୍ଥାନରେ ରଖିପାରିବେ।
  • ବାସ୍ତୁ ଅନୁସାରେ, କଇଁଛ ଭଗବାନ ବିଷ୍ଣୁଙ୍କ ସ୍ବରୂପ ବୋଲି ମାନ୍ୟତା ରହିଛି। ତେଣୁ ଘରେ କଇଁଛର ମୂର୍ତ୍ତି ରଖିବା ଦ୍ୱାରା ସୁଖଶାନ୍ତି ଆସିଥାଏ।
  • ଶୁଆ ଓ ଶାରୀ ହେଉଛନ୍ତି ପ୍ରେମର ପ୍ରତୀକ। ତେଣୁ ଏହାର ମୂର୍ତ୍ତି ଘରର ଯେ କୌଣସି ସ୍ଥାନରେ ରଖିପାରିବେ। ଏହାଦ୍ବାରା ଘରର ପରିବେଶ ଖୁସିଭରା ଓ ଶାନ୍ତିପୂର୍ଣ୍ଣ ହୋଇଥାଏ।
13 Jan 2023 By The Sakala

ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତି ପାଇଁ ଘରେ ରଖନ୍ତୁ ଏହିସବୁ ମୂର୍ତ୍ତି…

ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ସେସବୁର ଦିଗ ସମ୍ପର୍କିତ ନିୟମ ଜାଣିବାକୁ ହୋଇଥାଏ। ନଚେତ୍‌ ସେସବୁ ବସ୍ତୁ ନକାରାତ୍ମକ ପ୍ରଭାବ ପକାଏ। ଆସନ୍ତୁ ଜାଣିନେବା ସୌଭାଗ୍ୟ ବୃଦ୍ଧି କରୁଥିବା ସେମିତି କିଛି ମୂର୍ତ୍ତି ଓ ତାହାକୁ ରଖିବାର ସଠିକ୍ ଦିଗ ସମ୍ପର୍କରେ।

  • ଘରର ଉତ୍ତର ଦିଗରେ ହାତୀର ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ଧନ ଓ ଐଶ୍ବର୍ଯ୍ୟ ବୃଦ୍ଧି ହୋଇଥାଏ।
  • ଶୟନକକ୍ଷରେ ରୁପାନିର୍ମିତ ହାତୀ ମୂର୍ତ୍ତି ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
  • ହଂସର ଯୋଡ଼ାକୁ ପ୍ରେମ ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଘରେ ହଂସଯୋଡ଼ାର ମୂର୍ତ୍ତି ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ଭିତରେ ସ୍ନେହ ଓ ପ୍ରେମ ବୃଦ୍ଧି ହୁଏ। ଏହାକୁ ଘରର ଯେ କୌଣସି ସ୍ଥାନରେ ରଖିପାରିବେ।
  • ବାସ୍ତୁ ଅନୁସାରେ, କଇଁଛ ଭଗବାନ ବିଷ୍ଣୁଙ୍କ ସ୍ବରୂପ ବୋଲି ମାନ୍ୟତା ରହିଛି। ତେଣୁ ଘରେ କଇଁଛର ମୂର୍ତ୍ତି ରଖିବା ଦ୍ୱାରା ସୁଖଶାନ୍ତି ଆସିଥାଏ।
  • ଶୁଆ ଓ ଶାରୀ ହେଉଛନ୍ତି ପ୍ରେମର ପ୍ରତୀକ। ତେଣୁ ଏହାର ମୂର୍ତ୍ତି ଘରର ଯେ କୌଣସି ସ୍ଥାନରେ ରଖିପାରିବେ। ଏହାଦ୍ବାରା ଘରର ପରିବେଶ ଖୁସିଭରା ଓ ଶାନ୍ତିପୂର୍ଣ୍ଣ ହୋଇଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp