ସ୍ବପ୍ନରେ ବାରମ୍ବାର ନିଜ ବିବାହ ଦେଖୁଛନ୍ତି କି, ତେବେ ଜାଣନ୍ତୁ ଏହାର ଅର୍ଥ କ’ଣ ହୋଇଥାଏ…

The Sakala Picture
Published On

ଗାଢ଼ ନିଦରେ ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସେଥି ମଧ୍ୟରୁ କିଛି ସ୍ବପ୍ନ ଭଲ ଓ କିଛି ଖରାପ ହୋଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ଥାଏ। ଯାହା ଆମେ ସ୍ବପ୍ନରେ ଦେଖିଥାଉ ତାହା ଭବିଷ୍ୟତର ବାର୍ତ୍ତା ଦେଇଥାଏ। ଏହି ଧାରାରେ କିଛି ଲୋକ ସ୍ବପ୍ନରେ ବାରମ୍ବାର ନିଜ ବିବାହ ଦେଖିଥାନ୍ତି। ଏହାର ଅର୍ଥ କ’ଣ ହୋଇଥାଏ ଆସନ୍ତୁ ଜାଣିବା। ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ହୋଇଥିଲେ […]

ଗାଢ଼ ନିଦରେ ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସେଥି ମଧ୍ୟରୁ କିଛି ସ୍ବପ୍ନ ଭଲ ଓ କିଛି ଖରାପ ହୋଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ଥାଏ। ଯାହା ଆମେ ସ୍ବପ୍ନରେ ଦେଖିଥାଉ ତାହା ଭବିଷ୍ୟତର ବାର୍ତ୍ତା ଦେଇଥାଏ। ଏହି ଧାରାରେ କିଛି ଲୋକ ସ୍ବପ୍ନରେ ବାରମ୍ବାର ନିଜ ବିବାହ ଦେଖିଥାନ୍ତି। ଏହାର ଅର୍ଥ କ’ଣ ହୋଇଥାଏ ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

  • ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ହୋଇଥିଲେ ମଧ୍ୟ, ନିଜ ବିବାହର ସ୍ବପ୍ନ ନିଜେ ଦେଖିଲେ ଅଶୁଭ ହୋଇଥାଏ।
  • ସ୍ବପ୍ନଶାସ୍ତ୍ର ଅନୁସାରେ, ନିଜ ବିବାହ କୌଣସି ସାଙ୍ଗସାଥୀ ବା ପ୍ରିୟଜନଙ୍କ ସହ ହେଉଥିବାର ଦେଖୁଥିଲେ, ଏହା କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିଥାଏ।
  • ନିଜେ ପୁନଃଶ୍ଚ ବିବାହ କରୁଥିବାର ସ୍ବପ୍ନ ଦେଖିବାର ଅର୍ଥ ଆପଣ ଦାମ୍ପତ୍ୟ ଜୀବନରେ ଖୁସି ନାହାନ୍ତି ଏବଂ ଏହି ସ୍ବପ୍ନ ବିବାହ ବନ୍ଧନ ଭାଙ୍ଗିବାର ସୂଚନା ଦେଇଥାଏ।
  • କୌଣସି ମହିଳାକୁ ବିବାହ ଯୋଡ଼ିରେ ଦେଖିବା ଅର୍ଥ ଜୀବନରେ ବହୁତ ଶୀଘ୍ର ଖୁସି ଆସିବାକୁ ସୂଚାଇ ଥାଏ।
  • ସ୍ବପ୍ନରେ ନିଜ ବିବାହରେ ଆସୁଥିବା ବରଯାତ୍ରୀମାନଙ୍କୁ ଦେଖିବା ଶୁଭ ହୋଇଥାଏ। ଏହି ସ୍ବପ୍ନର ଅର୍ଥ ସମାଜରେ ମାନସମ୍ମାନ ବୃଦ୍ଧି ପାଇବା। ଭବିଷ୍ୟତ ଉଜ୍ଜ୍ବଳମୟ ରହିବାର ସୂଚନା ମିଳିଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର