ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇବା ସହ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

The Sakala Picture
Published On

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ। ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫାସୁତରା ରଖିବା ଉଚିତ। ରୋଷେଇ ଘରେ ଗୋଟିଏ ବାଲ୍‌ଟିରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ବାରା କରଜ ଓ ଆର୍ଥିକ […]

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ।

  • ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫାସୁତରା ରଖିବା ଉଚିତ।
  • ରୋଷେଇ ଘରେ ଗୋଟିଏ ବାଲ୍‌ଟିରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ବାରା କରଜ ଓ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।
  • ପ୍ରତିଦିନ ସନ୍ଧ୍ୟାରେ ଘରର ମୁଖ୍ୟଦ୍ବାର ପାଖରେ ଦୀପ ରଖିବା ସହିତ ଲାଇଟ୍‌ ମଧ୍ୟ ଜଳାଇ ଦିଅନ୍ତୁ।
  • ରାତି ଶୋଇବା ପୂର୍ବରୁ ଘରର ପୂଜାସ୍ଥଳରେ ପରଦା ଢାଙ୍କି ଦିଅନ୍ତୁ।
  • ଶୟନ କକ୍ଷରେ ଧୂପ ଦିଅନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୁଏ।
  • ଶୋଇବାକୁ ଯିବା ପୂର୍ବରୁ ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦୀପ କିମ୍ବା କୌଣସି କମ୍‌ ଆଲୋକଯୁକ୍ତ ବଲ୍‌ବ ଜାଳନ୍ତୁ। ଏହାଦ୍ବାରା ପିତୃପୁରୁଷମାନଙ୍କର ମାର୍ଗ ପ୍ରଶସ୍ତ ହେବା ସହିତ ସୁଖ,ସମୃଦ୍ଧି ଓ ସମ୍ପନ୍ନତା ବୃଦ୍ଧି ହୋଇଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp