କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୁଧା

The Sakala Picture
Published On

କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି ସାହାରା ପାଲଟିଛନ୍ତି । ଅବଶ୍ୟ ସୁଧା କ୍ୟାନସର ଯୋଗୁଁ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ନିଜ […]

କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି ସାହାରା ପାଲଟିଛନ୍ତି । ଅବଶ୍ୟ ସୁଧା କ୍ୟାନସର ଯୋଗୁଁ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ନିଜ ଲୋକଙ୍କୁ ହରାଇବାର ଦୁଃଖ ହିଁ ତାଙ୍କୁ ଏ ଦିଗରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଦିଶା ଦେଖାଇଥିବା ସେ କହିଛନ୍ତି। ତେଣୁ ସେ କ୍ୟାନସର ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଓ ଔଷଧ ଆଦି ଯୋଗାଇଥାନ୍ତି । ସୁଧା ଏହି କାମ ଚାରି ବର୍ଷ ଧରି କରି ଆସୁଛନ୍ତି । ୨୦୧୭ରେ ନିଜସ୍ବ ଉଦ୍ୟମରେ ଏହାକୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅଧିକରୁ ଅଧିକ ଲୋକ ସାହାଯ୍ୟ ଓ ସହଯୋଗ ମାଗିବାରୁ ସେ ଅନ୍ୟମାନଙ୍କ ସହାୟତା ଲୋଡ଼ିଲେ। ତା’ପରେ ସାଙ୍ଗସାଥୀ ତଥା ସମ୍ପର୍କୀୟଙ୍କ ସାହାଯ୍ୟ କ୍ରମେ କ୍ୟାନସର ରୋଗୀଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ପ୍ରଦାନର ଧାରା ତାଙ୍କର ଏ ଯାଏଁ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

15 Nov 2021 By The Sakala

କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୁଧା

କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି ସାହାରା ପାଲଟିଛନ୍ତି । ଅବଶ୍ୟ ସୁଧା କ୍ୟାନସର ଯୋଗୁଁ ନିଜ ପରିବାରର ଚାରି ଜଣ ସଦସ୍ୟଙ୍କୁ ହରାଇଛନ୍ତି। ଆଉ ନିଜ ଲୋକଙ୍କୁ ହରାଇବାର ଦୁଃଖ ହିଁ ତାଙ୍କୁ ଏ ଦିଗରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଦିଶା ଦେଖାଇଥିବା ସେ କହିଛନ୍ତି। ତେଣୁ ସେ କ୍ୟାନସର ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଓ ଔଷଧ ଆଦି ଯୋଗାଇଥାନ୍ତି । ସୁଧା ଏହି କାମ ଚାରି ବର୍ଷ ଧରି କରି ଆସୁଛନ୍ତି । ୨୦୧୭ରେ ନିଜସ୍ବ ଉଦ୍ୟମରେ ଏହାକୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅଧିକରୁ ଅଧିକ ଲୋକ ସାହାଯ୍ୟ ଓ ସହଯୋଗ ମାଗିବାରୁ ସେ ଅନ୍ୟମାନଙ୍କ ସହାୟତା ଲୋଡ଼ିଲେ। ତା’ପରେ ସାଙ୍ଗସାଥୀ ତଥା ସମ୍ପର୍କୀୟଙ୍କ ସାହାଯ୍ୟ କ୍ରମେ କ୍ୟାନସର ରୋଗୀଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ପ୍ରଦାନର ଧାରା ତାଙ୍କର ଏ ଯାଏଁ ଜାରି ରହିଛି ।

https://www.thesakala.in/special/sudha-has-become-a-support-for-helpless-cancer-patients/article-6878
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର