ମା’ଦୁର୍ଗାଙ୍କ ଅନନ୍ୟ ଭକ୍ତ

The Sakala Picture
Published On

ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଏ ସ୍ଥାନରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା। ନବରାତ୍ରୀର ପ୍ରତ୍ୟେକ ଦିନ କିଛି ନା କିଛି ଗୁରୁତ୍ବ ବହନ କରେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ କଳସ ସ୍ଥାପନର ବିଶେଷ ମହତ୍ତ୍ଵ ରହିଛି। କଳସ ସ୍ଥାପନ କରି ମା’ଙ୍କୁ ରୀତିନୀତି ଅନୁସାରେ ଆବାହନ କରାଯାଏ। ତେବେ ପାଟନାର ନୂତନ ସଚିବାଳୟ ନିକଟରେ ଥିବା ଦୁର୍ଗା ମନ୍ଦିରରେ କଳସ ସ୍ଥାପନାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମନ୍ଦିରର ପୂଜାରୀ […]

ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଏ ସ୍ଥାନରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା। ନବରାତ୍ରୀର ପ୍ରତ୍ୟେକ ଦିନ କିଛି ନା କିଛି ଗୁରୁତ୍ବ ବହନ କରେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ କଳସ ସ୍ଥାପନର ବିଶେଷ ମହତ୍ତ୍ଵ ରହିଛି। କଳସ
ସ୍ଥାପନ କରି ମା’ଙ୍କୁ ରୀତିନୀତି ଅନୁସାରେ ଆବାହନ କରାଯାଏ। ତେବେ ପାଟନାର ନୂତନ ସଚିବାଳୟ ନିକଟରେ ଥିବା ଦୁର୍ଗା ମନ୍ଦିରରେ କଳସ ସ୍ଥାପନାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ମନ୍ଦିରର ପୂଜାରୀ ନାଗେଶ୍ବର ବାବା ତାଙ୍କ ଛାତି ଉପରେ କଳସ ସ୍ଥାପନା କରିଛନ୍ତି । ଗୋଟିଏ କି ଦୁଇଟି କଳସ ନୁହେଁ, ଗଙ୍ଗାଜଳରେ ଭର୍ତ୍ତି ୨୧ କଳସକୁ ନିଜ ଛାତି ଉପରେ ସେ ସ୍ଥାପନା କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ନବରାତ୍ରୀ ସମୟରେ ସେ ଏହିଭଳି କଷ୍ଟସାଧ୍ୟ କାର୍ଯ୍ୟ କରିଆସୁଛନ୍ତି। ପୂଜକ ଜଣକ କହିଛନ୍ତି ଯେ, ନବରାତ୍ରୀର ୯ ଦିନ ଯାକ ସେ ସଂପୂର୍ଣ୍ଣ ଉପବାସ ରହି ନିଜ ଛାତିରେ ମା’ଙ୍କ କଳସକୁ ସ୍ଥାପନ କରି ରଖିବେ ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

09 Oct 2021 By The Sakala

ମା’ଦୁର୍ଗାଙ୍କ ଅନନ୍ୟ ଭକ୍ତ

ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଏ ସ୍ଥାନରେ ଚାଲିଛି ମା’ଙ୍କର ପୂଜାର୍ଚ୍ଚନା। ନବରାତ୍ରୀର ପ୍ରତ୍ୟେକ ଦିନ କିଛି ନା କିଛି ଗୁରୁତ୍ବ ବହନ କରେ। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ କଳସ ସ୍ଥାପନର ବିଶେଷ ମହତ୍ତ୍ଵ ରହିଛି। କଳସ
ସ୍ଥାପନ କରି ମା’ଙ୍କୁ ରୀତିନୀତି ଅନୁସାରେ ଆବାହନ କରାଯାଏ। ତେବେ ପାଟନାର ନୂତନ ସଚିବାଳୟ ନିକଟରେ ଥିବା ଦୁର୍ଗା ମନ୍ଦିରରେ କଳସ ସ୍ଥାପନାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ମନ୍ଦିରର ପୂଜାରୀ ନାଗେଶ୍ବର ବାବା ତାଙ୍କ ଛାତି ଉପରେ କଳସ ସ୍ଥାପନା କରିଛନ୍ତି । ଗୋଟିଏ କି ଦୁଇଟି କଳସ ନୁହେଁ, ଗଙ୍ଗାଜଳରେ ଭର୍ତ୍ତି ୨୧ କଳସକୁ ନିଜ ଛାତି ଉପରେ ସେ ସ୍ଥାପନା କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ନବରାତ୍ରୀ ସମୟରେ ସେ ଏହିଭଳି କଷ୍ଟସାଧ୍ୟ କାର୍ଯ୍ୟ କରିଆସୁଛନ୍ତି। ପୂଜକ ଜଣକ କହିଛନ୍ତି ଯେ, ନବରାତ୍ରୀର ୯ ଦିନ ଯାକ ସେ ସଂପୂର୍ଣ୍ଣ ଉପବାସ ରହି ନିଜ ଛାତିରେ ମା’ଙ୍କ କଳସକୁ ସ୍ଥାପନ କରି ରଖିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର