ନିଆରା ପ୍ରତିଯୋଗିତା : ଅଧିକ କଙ୍କଡା ଧର ଏବଂ ପୁରସ୍କାର ପାଅ

The Sakala Picture
Published On

ସମ୍ବଲପୁର: କଙ୍କଡା ଧର ଓ ପୁରସ୍କାର ପାଅ । ପୁରସ୍କାର ବାବଦକୁ ୫ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଏଭଳି ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ । ଯୁବକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ଜାଗରଣ କରିବା ସହ ମୋବାଇଲ ମାନିଆରୁ ଦୂରେଇ ରଖିବା ପାଇଁ ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମବଡମାଲ ଗ୍ରାମ ନିକଟରେ କଙ୍କଡା […]

ସମ୍ବଲପୁର: କଙ୍କଡା ଧର ଓ ପୁରସ୍କାର ପାଅ । ପୁରସ୍କାର ବାବଦକୁ ୫ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଏଭଳି ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ । ଯୁବକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ଜାଗରଣ କରିବା ସହ ମୋବାଇଲ ମାନିଆରୁ ଦୂରେଇ ରଖିବା ପାଇଁ ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମବଡମାଲ ଗ୍ରାମ ନିକଟରେ କଙ୍କଡା ଧରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫଟାଟାଙ୍ଗର ନାଳରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ପଞ୍ଚାୟତ ଅନ୍ଧାରୀ ଗ୍ରାମର ସଞ୍ଜିବ ବିଶ୍ୱାଳ ଏହା ଆୟୋଜନ କରିଥିଲେ। ପ୍ରତିଯୋଗିତାରେ ଅଧିକ କଙ୍କଡା ଧରିଥିବା ଲୋକଙ୍କୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ତେଣୁ କୟାକୁଦ ପଞ୍ଚାୟତର ବିଭିନ୍ନ ଗ୍ରାମର ପ୍ରାୟ ୩୫ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନେ ନାଳରେ ଥିବା କଙ୍କଡା ଧରିଥିଲେ। ଏଥିରେ ଅଧିକ କଙ୍କଡା ଧରିଥିବା ଅନ୍ଧାରୀ ଗ୍ରାମର କେଶବ ମିର୍ଦ୍ଧାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

07 Sep 2021 By The Sakala

ନିଆରା ପ୍ରତିଯୋଗିତା : ଅଧିକ କଙ୍କଡା ଧର ଏବଂ ପୁରସ୍କାର ପାଅ

ସମ୍ବଲପୁର: କଙ୍କଡା ଧର ଓ ପୁରସ୍କାର ପାଅ । ପୁରସ୍କାର ବାବଦକୁ ୫ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଏଭଳି ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ । ଯୁବକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ଜାଗରଣ କରିବା ସହ ମୋବାଇଲ ମାନିଆରୁ ଦୂରେଇ ରଖିବା ପାଇଁ ଏକ ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମବଡମାଲ ଗ୍ରାମ ନିକଟରେ କଙ୍କଡା ଧରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫଟାଟାଙ୍ଗର ନାଳରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ପଞ୍ଚାୟତ ଅନ୍ଧାରୀ ଗ୍ରାମର ସଞ୍ଜିବ ବିଶ୍ୱାଳ ଏହା ଆୟୋଜନ କରିଥିଲେ। ପ୍ରତିଯୋଗିତାରେ ଅଧିକ କଙ୍କଡା ଧରିଥିବା ଲୋକଙ୍କୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ତେଣୁ କୟାକୁଦ ପଞ୍ଚାୟତର ବିଭିନ୍ନ ଗ୍ରାମର ପ୍ରାୟ ୩୫ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନେ ନାଳରେ ଥିବା କଙ୍କଡା ଧରିଥିଲେ। ଏଥିରେ ଅଧିକ କଙ୍କଡା ଧରିଥିବା ଅନ୍ଧାରୀ ଗ୍ରାମର କେଶବ ମିର୍ଦ୍ଧାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp