ସ୍ବପ୍ନ ଶାସ୍ତ୍ର: ଜାଣନ୍ତୁ ଶ୍ରାବଣରେ ସର୍ପ ସ୍ବପ୍ନ ଦେଖିବାର ଅର୍ଥ କ’ଣ…

The Sakala Picture
Published On

ସ୍ବପ୍ନ ଶାସ୍ତ୍ର ଅନୁସାରେ, ଭୋର ସମୟରେ ଦେଖାଯାଉଥିବା ସ୍ବପ୍ନ କାଳେ ସତ ହୁଏ। ସେହିପରି ଏବେ ଶ୍ରାବଣ ମାସ ଚାଲିଛି। ଶିବଭକ୍ତ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ଶିବଙ୍କ ପୂଜାର୍ଚ୍ଚନା କରୁଛନ୍ତି। ତେବେ ଏହି ମାସରେ ସର୍ପ ସ୍ବପ୍ନ ଦେଖିବାର ଅର୍ଥ କ’ଣ, ସେ ସମ୍ପର୍କରେ ଜାଣିବା। -ଶ୍ରାବଣ ମାସରେ ସର୍ପ ସ୍ବପ୍ନ ଦେଖିଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୁଏ। ଏହା ଦ୍ବାରା କୌଣସି ମନୋକାମନା ପୂରଣ ହୋଇଥାଏ। -ସାପ ଫଣା ଉଠାଇବା ସ୍ବପ୍ନ ସମ୍ପତ୍ତି […]

ସ୍ବପ୍ନ ଶାସ୍ତ୍ର ଅନୁସାରେ, ଭୋର ସମୟରେ ଦେଖାଯାଉଥିବା ସ୍ବପ୍ନ କାଳେ ସତ ହୁଏ। ସେହିପରି ଏବେ ଶ୍ରାବଣ ମାସ ଚାଲିଛି। ଶିବଭକ୍ତ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ଶିବଙ୍କ ପୂଜାର୍ଚ୍ଚନା କରୁଛନ୍ତି। ତେବେ ଏହି ମାସରେ ସର୍ପ ସ୍ବପ୍ନ ଦେଖିବାର ଅର୍ଥ କ’ଣ, ସେ ସମ୍ପର୍କରେ ଜାଣିବା।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

-ଶ୍ରାବଣ ମାସରେ ସର୍ପ ସ୍ବପ୍ନ ଦେଖିଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୁଏ। ଏହା ଦ୍ବାରା କୌଣସି ମନୋକାମନା ପୂରଣ ହୋଇଥାଏ।

-ସାପ ଫଣା ଉଠାଇବା ସ୍ବପ୍ନ ସମ୍ପତ୍ତି ଲାଭକୁ ଇଙ୍ଗିତ କରେ।

-ନାଗ ଚୋଟରେ ମୃତ୍ୟୁ ସ୍ବପ୍ନରେ ଆୟୁ ଦୀର୍ଘ ହୁଏ।

-ଗାତ ଖୋଳିବା ସମୟରେ ସାପ ଦେଖିବା ସ୍ବପ୍ନର ଅର୍ଥ ଧନପ୍ରାପ୍ତି।

-ସ୍ବପ୍ନରେ ସାପ ରାସ୍ତା ଅତିକ୍ରମ କରି ଯାଉଥିବା ଦେଖିଲେ ବିଜୟ ସୂଚନା ଦିଏ।

-ସ୍ବପ୍ନରେ ସାପ ମୁଣ୍ଡରେ ଚଢ଼ି ବସିବା ଦେଖିଲେ ମାନସମ୍ମାନ ବୃଦ୍ଧି ପାଏ।

-ସାପ ବିଲରେ ଯିବା ଦେଖିଲେ ଅଚାନକ ଧନପ୍ରାପ୍ତି ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp