ନିଆରା ଆଇନ; ବିଶ୍ୱର ଏମିତି ଏକ ଦେଶ, ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ସ୍ୱାମୀଙ୍କୁ ମିଳିଥାଏ କଠୋର ଦଣ୍ଡ…..

The Sakala Picture
Published On

ବିବାହିତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିଜ ପତ୍ନୀଙ୍କ ଜନ୍ମ ତାରିଖକୁ ମନେ ରଖିବାକୁ ପଡ଼େ। ନଚେତ୍ ଅନେକ କିଛି ସମସ୍ୟା ସୃଷ୍ଟି ହୁଏ । ଏକଥା ମଜାକ୍ ହୋଇପାରେ। କିନ୍ତୁ ବିଶ୍ବରେ ଏମିତି ଏକ ଦେଶ ଅଛି, ଯେଉଁଠି ପତ୍ନୀଙ୍କ ଜନ୍ମତାରିଖ ମନେ ନ ରଖିଲେ, ସ୍ଵାମୀକୁ ଜେଲ୍ ଯିବାକୁ ପଡ଼େ । ଏହି ଆଇନକୁ ‘ଫର୍‌ଗେଟ୍ସ ୱାଇଫସ ବାର୍ଥ ଡେ’ ଲ’ ନାମରେ ନାମିତ କରାଯାଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦେଶ ‘ସାମୋଆ’ ପ୍ରାକୃତିକ […]

ବିବାହିତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିଜ ପତ୍ନୀଙ୍କ ଜନ୍ମ ତାରିଖକୁ ମନେ ରଖିବାକୁ ପଡ଼େ। ନଚେତ୍ ଅନେକ କିଛି ସମସ୍ୟା ସୃଷ୍ଟି ହୁଏ । ଏକଥା ମଜାକ୍ ହୋଇପାରେ। କିନ୍ତୁ ବିଶ୍ବରେ ଏମିତି ଏକ ଦେଶ ଅଛି, ଯେଉଁଠି ପତ୍ନୀଙ୍କ ଜନ୍ମତାରିଖ ମନେ ନ ରଖିଲେ, ସ୍ଵାମୀକୁ ଜେଲ୍ ଯିବାକୁ ପଡ଼େ । ଏହି ଆଇନକୁ ‘ଫର୍‌ଗେଟ୍ସ ୱାଇଫସ ବାର୍ଥ ଡେ’ ଲ’ ନାମରେ ନାମିତ କରାଯାଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦେଶ ‘ସାମୋଆ’ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ। ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ଵୀପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏଠାରେ ଏଭଳି ବିଚିତ୍ର ଆଇନ ପ୍ରଚଳିତ । କେବଳ ଜନ୍ମଦିନ ଭୁଲିବା ନୁହେଁ, ଛୋଟ ଛୋଟ ଭୁଲ୍ ପାଇଁ ମଧ୍ୟ ଏଠାରେ ସ୍ଵାମୀକୁ ଗିରଫ କରାଯିବାର ଆଇନ ରହିଛି। ଯଦି ଏଠାରେ ଜଣେ ପତ୍ନୀର ଜନ୍ମଦିନ ଭୁଲିଯାଉଛନ୍ତି, ତେବେ ପ୍ରଥମ ଥର କେବଳ ସତର୍କ କରିଦିଆଯାଏ। କିନ୍ତୁ ଯଦି ସ୍ଵାମୀ ସେହି ଭୁଲ୍‌କୁ ବାରମ୍ବାର କରନ୍ତି, ତେବେ ପୁଲିସ୍ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

23 Nov 2021 By The Sakala

ନିଆରା ଆଇନ; ବିଶ୍ୱର ଏମିତି ଏକ ଦେଶ, ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ସ୍ୱାମୀଙ୍କୁ ମିଳିଥାଏ କଠୋର ଦଣ୍ଡ…..

ବିବାହିତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିଜ ପତ୍ନୀଙ୍କ ଜନ୍ମ ତାରିଖକୁ ମନେ ରଖିବାକୁ ପଡ଼େ। ନଚେତ୍ ଅନେକ କିଛି ସମସ୍ୟା ସୃଷ୍ଟି ହୁଏ । ଏକଥା ମଜାକ୍ ହୋଇପାରେ। କିନ୍ତୁ ବିଶ୍ବରେ ଏମିତି ଏକ ଦେଶ ଅଛି, ଯେଉଁଠି ପତ୍ନୀଙ୍କ ଜନ୍ମତାରିଖ ମନେ ନ ରଖିଲେ, ସ୍ଵାମୀକୁ ଜେଲ୍ ଯିବାକୁ ପଡ଼େ । ଏହି ଆଇନକୁ ‘ଫର୍‌ଗେଟ୍ସ ୱାଇଫସ ବାର୍ଥ ଡେ’ ଲ’ ନାମରେ ନାମିତ କରାଯାଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦେଶ ‘ସାମୋଆ’ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ। ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ଵୀପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏଠାରେ ଏଭଳି ବିଚିତ୍ର ଆଇନ ପ୍ରଚଳିତ । କେବଳ ଜନ୍ମଦିନ ଭୁଲିବା ନୁହେଁ, ଛୋଟ ଛୋଟ ଭୁଲ୍ ପାଇଁ ମଧ୍ୟ ଏଠାରେ ସ୍ଵାମୀକୁ ଗିରଫ କରାଯିବାର ଆଇନ ରହିଛି। ଯଦି ଏଠାରେ ଜଣେ ପତ୍ନୀର ଜନ୍ମଦିନ ଭୁଲିଯାଉଛନ୍ତି, ତେବେ ପ୍ରଥମ ଥର କେବଳ ସତର୍କ କରିଦିଆଯାଏ। କିନ୍ତୁ ଯଦି ସ୍ଵାମୀ ସେହି ଭୁଲ୍‌କୁ ବାରମ୍ବାର କରନ୍ତି, ତେବେ ପୁଲିସ୍ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର