ଘରେ ମହାଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ରଖୁଥିଲେ, ଏହିସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ…

The Sakala Picture
Published On

ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଧାରାରେ ଦେବ ଦେବ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରର ସବୁ ବାଧାବିଘ୍ନ ଓ ବାସ୍ତୁଦୋଷ ଦୂର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ କେଉଁ ସ୍ଥାନରେ ରଖିବେ, ତାହାକୁ ନେଇ କିଛି ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସମ୍ପର୍କରେ… ଭୋଳାନାଥଙ୍କ ନିବାସ ସ୍ଥାନ କୈଳାସ ପର୍ବତ ଉତ୍ତର […]

ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଧାରାରେ ଦେବ ଦେବ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରର ସବୁ ବାଧାବିଘ୍ନ ଓ ବାସ୍ତୁଦୋଷ ଦୂର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ କେଉଁ ସ୍ଥାନରେ ରଖିବେ, ତାହାକୁ ନେଇ କିଛି ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସମ୍ପର୍କରେ…

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

  • ଭୋଳାନାଥଙ୍କ ନିବାସ ସ୍ଥାନ କୈଳାସ ପର୍ବତ ଉତ୍ତର ଦିଗରେ ରହିଛି। ତେଣୁ ଘରେ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଉତ୍ତର ଦିଗରେ ରଖନ୍ତୁ।
  • କ୍ରୋଧ ମୁଦ୍ରାରେ ଥିବା ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ। ଏହା ବିନାଶର ପ୍ରତୀକ ବୋଲି କୁହାଯାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ, ଶିବଙ୍କ ପ୍ରସନ୍ନ ମୁଖର ଫଟୋ କିମ୍ବା ମୂର୍ତ୍ତିକୁ ଘରେ ରଖନ୍ତୁ।
  • ଶିବଙ୍କ ସହିତ ମା’ ପାର୍ବତୀ, କାର୍ତ୍ତିକେୟ, ଶ୍ରୀଗଣେଶଙ୍କ ଚିତ୍ରଥିବା ଫଟୋ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଆସେ।
  • ଘରର ଏମିତି ସ୍ଥାନରେ ଶିବଙ୍କର ମୂର୍ତ୍ତି କିମ୍ବା ଫଟୋ ରହିବା ଉଚିତ, ଯେଉଁଠି ସମସ୍ତଙ୍କ ନଜର ପଡୁଥିବ।
  • ମୂର୍ତ୍ତି କିମ୍ବା ଫଟୋକୁ ସଫାସୁତୁରା ରଖିବା ସହିତ ଉକ୍ତ ସ୍ଥାନକୁ ମଧ୍ୟ ସଫା ରଖନ୍ତୁ। ନଚେତ୍‌ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଧନହାନୀ ହେବାର ଆଶଙ୍କା ଥାଏ।
26 Jul 2022 By The Sakala

ଘରେ ମହାଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ରଖୁଥିଲେ, ଏହିସବୁ ଦିଗ ପ୍ରତି ଧ୍ୟାନ ରଖନ୍ତୁ…

ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଧାରାରେ ଦେବ ଦେବ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରର ସବୁ ବାଧାବିଘ୍ନ ଓ ବାସ୍ତୁଦୋଷ ଦୂର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ କେଉଁ ସ୍ଥାନରେ ରଖିବେ, ତାହାକୁ ନେଇ କିଛି ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସମ୍ପର୍କରେ…

  • ଭୋଳାନାଥଙ୍କ ନିବାସ ସ୍ଥାନ କୈଳାସ ପର୍ବତ ଉତ୍ତର ଦିଗରେ ରହିଛି। ତେଣୁ ଘରେ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଉତ୍ତର ଦିଗରେ ରଖନ୍ତୁ।
  • କ୍ରୋଧ ମୁଦ୍ରାରେ ଥିବା ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ। ଏହା ବିନାଶର ପ୍ରତୀକ ବୋଲି କୁହାଯାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ, ଶିବଙ୍କ ପ୍ରସନ୍ନ ମୁଖର ଫଟୋ କିମ୍ବା ମୂର୍ତ୍ତିକୁ ଘରେ ରଖନ୍ତୁ।
  • ଶିବଙ୍କ ସହିତ ମା’ ପାର୍ବତୀ, କାର୍ତ୍ତିକେୟ, ଶ୍ରୀଗଣେଶଙ୍କ ଚିତ୍ରଥିବା ଫଟୋ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଆସେ।
  • ଘରର ଏମିତି ସ୍ଥାନରେ ଶିବଙ୍କର ମୂର୍ତ୍ତି କିମ୍ବା ଫଟୋ ରହିବା ଉଚିତ, ଯେଉଁଠି ସମସ୍ତଙ୍କ ନଜର ପଡୁଥିବ।
  • ମୂର୍ତ୍ତି କିମ୍ବା ଫଟୋକୁ ସଫାସୁତୁରା ରଖିବା ସହିତ ଉକ୍ତ ସ୍ଥାନକୁ ମଧ୍ୟ ସଫା ରଖନ୍ତୁ। ନଚେତ୍‌ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଧନହାନୀ ହେବାର ଆଶଙ୍କା ଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp