ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ସହ ଘରେ ସୁଖଶାନ୍ତି ଆଣିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ…

The Sakala Picture
Published On

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏମିତି ଅନେକ ଉପାୟ ଅଛି, ଯାହାଦ୍ବାରା ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇ ପାରିବ। ମା’ ଲକ୍ଷ୍ମୀ ପ୍ରସନ୍ନ ହେଲେ, ଘରେ ସୁଖଶାନ୍ତି ଆସିବା ସହିତ ଧନଧାନ୍ୟ ବୃଦ୍ଧି ହୋଇଥାଏ। ତେବେ ଘରକୁ ସଫାସୁତରା ରଖିଲେ, ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହିତ ଦୈନନ୍ଦିନର କିଛି ଛୋଟଛୋଟ କଥାକୁ ମଧ୍ୟ ଧ୍ୟାନ ଦେବା ଉଚିତ। ସକାଳ ହେବାମାତ୍ରେ ଘରର କବାଟ ଓ ଝରକା ଖୋଲି ଦେବା ଆବଶ୍ୟକ। କୁହାଯାଏ […]

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏମିତି ଅନେକ ଉପାୟ ଅଛି, ଯାହାଦ୍ବାରା ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇ ପାରିବ। ମା’ ଲକ୍ଷ୍ମୀ ପ୍ରସନ୍ନ ହେଲେ, ଘରେ ସୁଖଶାନ୍ତି ଆସିବା ସହିତ ଧନଧାନ୍ୟ ବୃଦ୍ଧି ହୋଇଥାଏ। ତେବେ ଘରକୁ ସଫାସୁତରା ରଖିଲେ, ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହିତ ଦୈନନ୍ଦିନର କିଛି ଛୋଟଛୋଟ କଥାକୁ ମଧ୍ୟ ଧ୍ୟାନ ଦେବା ଉଚିତ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

  • ସକାଳ ହେବାମାତ୍ରେ ଘରର କବାଟ ଓ ଝରକା ଖୋଲି ଦେବା ଆବଶ୍ୟକ। କୁହାଯାଏ ଯେ, ସକାଳ ସମୟରେ ସୂର୍ଯ୍ୟ କିରଣ ସହିତ ସକାରାତ୍ମକ ଶକ୍ତି ଓ ଧନର ଆଗମନ ହୋଇଥାଏ।
  • ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ଧରାଯାଏ। ତେଣୁ ଘର ଓଳାଇବା ପରେ ଝାଡ଼ୁକୁ ଏଣେତେଣେ ରଖିବା ବଦଳରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ, ଯେଉଁଠି କାହାର ଦୃଷ୍ଟି ପଡ଼ିବ ନାହିଁ। ଏହା ବ୍ୟତୀତ ଝାଡ଼ୁରେ କେବେ ଗୋଡ଼ ବାଜିବା ଉଚିତ ନୁହେଁ। ଏହାଦ୍ବାରା ମା’ ଲକ୍ଷ୍ମୀ କୋପ କରିଥାନ୍ତି ବୋଲି କୁହାଯାଏ।
  • ପୂଜାଘରକୁ ସବୁବେଳେ ସଫାସୁତରା ଓ ତା’ର ବାତାବରଣକୁ ଶାନ୍ତ ରଖିବା ଉଚିତ। ପୂଜା କରିବା ସମୟରେ ନିୟମିତ ଭାବେ ଶଙ୍ଖ ପୂଜା କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ।
  • ଧାର୍ମିକ ମାନ୍ୟତା ଅନୁସାରେ, ଘର ବଗିଚାରେ କେବେ ମଧ୍ୟ ଅଶ୍ବତ୍ଥ ଗଛ ଲଗାନ୍ତୁ ନାହିଁ। ଏହା ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧାବିଘ୍ନ ସୃଷ୍ଟି କରେ। କିନ୍ତୁ ଏଥିରେ ମା’ ଲକ୍ଷ୍ମୀଙ୍କ ବାସ ଥିବାରୁ ପ୍ରତିଦିନ ସ୍ନାନ ପରେ ଅଶ୍ବତ୍ଥ ଗଛମୂଳରେ ଜଳ ଅର୍ପଣ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
  • ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି ବିଶ୍ବାସ କରାଯାଏ। ତେଣୁ ଧନସମ୍ପଦ ବୃଦ୍ଧି ପାଇଁ ଘରର ଏହି ଦିଗକୁ ସବୁବେଳେ ସଫାସୁତରା ରଖନ୍ତୁ।
27 Aug 2022 By The Sakala

https://www.thesakala.in/religion/follow-these-ways-to-bring-happiness-and-peace-in-your-home-with-the-grace-of-maa-laxmi/article-14463
Join Us @ WhatsApp

About The Author

27 Aug 2022 By The Sakala

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ସହ ଘରେ ସୁଖଶାନ୍ତି ଆଣିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ…

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏମିତି ଅନେକ ଉପାୟ ଅଛି, ଯାହାଦ୍ବାରା ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇ ପାରିବ। ମା’ ଲକ୍ଷ୍ମୀ ପ୍ରସନ୍ନ ହେଲେ, ଘରେ ସୁଖଶାନ୍ତି ଆସିବା ସହିତ ଧନଧାନ୍ୟ ବୃଦ୍ଧି ହୋଇଥାଏ। ତେବେ ଘରକୁ ସଫାସୁତରା ରଖିଲେ, ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହିତ ଦୈନନ୍ଦିନର କିଛି ଛୋଟଛୋଟ କଥାକୁ ମଧ୍ୟ ଧ୍ୟାନ ଦେବା ଉଚିତ।

  • ସକାଳ ହେବାମାତ୍ରେ ଘରର କବାଟ ଓ ଝରକା ଖୋଲି ଦେବା ଆବଶ୍ୟକ। କୁହାଯାଏ ଯେ, ସକାଳ ସମୟରେ ସୂର୍ଯ୍ୟ କିରଣ ସହିତ ସକାରାତ୍ମକ ଶକ୍ତି ଓ ଧନର ଆଗମନ ହୋଇଥାଏ।
  • ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ଧରାଯାଏ। ତେଣୁ ଘର ଓଳାଇବା ପରେ ଝାଡ଼ୁକୁ ଏଣେତେଣେ ରଖିବା ବଦଳରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ, ଯେଉଁଠି କାହାର ଦୃଷ୍ଟି ପଡ଼ିବ ନାହିଁ। ଏହା ବ୍ୟତୀତ ଝାଡ଼ୁରେ କେବେ ଗୋଡ଼ ବାଜିବା ଉଚିତ ନୁହେଁ। ଏହାଦ୍ବାରା ମା’ ଲକ୍ଷ୍ମୀ କୋପ କରିଥାନ୍ତି ବୋଲି କୁହାଯାଏ।
  • ପୂଜାଘରକୁ ସବୁବେଳେ ସଫାସୁତରା ଓ ତା’ର ବାତାବରଣକୁ ଶାନ୍ତ ରଖିବା ଉଚିତ। ପୂଜା କରିବା ସମୟରେ ନିୟମିତ ଭାବେ ଶଙ୍ଖ ପୂଜା କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ।
  • ଧାର୍ମିକ ମାନ୍ୟତା ଅନୁସାରେ, ଘର ବଗିଚାରେ କେବେ ମଧ୍ୟ ଅଶ୍ବତ୍ଥ ଗଛ ଲଗାନ୍ତୁ ନାହିଁ। ଏହା ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧାବିଘ୍ନ ସୃଷ୍ଟି କରେ। କିନ୍ତୁ ଏଥିରେ ମା’ ଲକ୍ଷ୍ମୀଙ୍କ ବାସ ଥିବାରୁ ପ୍ରତିଦିନ ସ୍ନାନ ପରେ ଅଶ୍ବତ୍ଥ ଗଛମୂଳରେ ଜଳ ଅର୍ପଣ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
  • ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି ବିଶ୍ବାସ କରାଯାଏ। ତେଣୁ ଧନସମ୍ପଦ ବୃଦ୍ଧି ପାଇଁ ଘରର ଏହି ଦିଗକୁ ସବୁବେଳେ ସଫାସୁତରା ରଖନ୍ତୁ।
todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର