ଅକ୍ଷୟ ତୃତୀୟାରେ ପାଳନ କରନ୍ତୁ ଏହି ନିୟମ, ପ୍ରସନ୍ନ ହୋଇଥାନ୍ତି ମା’ ଲକ୍ଷ୍ମୀ …

The Sakala Picture
Published On

ଅକ୍ଷୟ ତୃତୀୟା, ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ’ ୧୦ ତାରିଖ ଶୁକ୍ରବାରରେ ପଡ଼ୁଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଖାସ୍‌ ସେଥିପାଇଁ ଏହି ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ ସୁନା ଓ ରୁପା କିଣିବା ଦ୍ବାରା ଘରକୁ ସୁଖ […]

ଅକ୍ଷୟ ତୃତୀୟା, ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ’ ୧୦ ତାରିଖ ଶୁକ୍ରବାରରେ ପଡ଼ୁଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଖାସ୍‌ ସେଥିପାଇଁ ଏହି ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ ସୁନା ଓ ରୁପା କିଣିବା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ଏହି ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବାରେ ମଧ୍ୟ ଜୀବନରେ ସଫଳତା ମିଳିଥାଏ । ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ନିୟମ ପାଳନ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସଂପର୍କରେ…

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

  -ଅକ୍ଷୟ ତୃତୀୟା ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳର ଉତ୍ତର କିମ୍ବା ପୂର୍ବ ଦିଗରେ ଧନ ରଖନ୍ତୁ। ଏହାଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ପାଇବା ସହ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
-ଏହି ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳରେ ବୁଢ଼ିଆଣୀ ବସା ଥିଲେ ବାହାର କରିଦିଅନ୍ତୁ। ଏହା ଧନ ଆଗମନରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଏ। 
  -ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଦର୍ପଣ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଘରେ ଧନ ଓ ଆୟ ବୃଦ୍ଧି ପାଇଥାଏ। 
  -ଅକ୍ଷୟ ତୃତୀୟା ଦିନ ଯେଉଁଭଳି ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମିତି ଫଟୋ ଘରେ ଲଗାଇବା ଦ୍ବାରା ଅର୍ଥ ଆଗମନ ମାର୍ଗ ପ୍ରଶସ୍ତ ହୋଇଥାଏ। 
  -ଏହି ଦିନ ଘରକୁ ଶ୍ରୀଯନ୍ତ୍ର ଆଣି ପୂଜା କରିବା ଦ୍ବାରା ଘର ଧନଧାନ୍ୟରେ ପୂରି ଉଠେ।
  -ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ  ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
09 May 2024 By The Sakala

ଅକ୍ଷୟ ତୃତୀୟାରେ ପାଳନ କରନ୍ତୁ ଏହି ନିୟମ, ପ୍ରସନ୍ନ ହୋଇଥାନ୍ତି ମା’ ଲକ୍ଷ୍ମୀ …

ଅକ୍ଷୟ ତୃତୀୟା, ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ’ ୧୦ ତାରିଖ ଶୁକ୍ରବାରରେ ପଡ଼ୁଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ। ସେଥିପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଏ । ଖାସ୍‌ ସେଥିପାଇଁ ଏହି ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇଥାଏ। ଅକ୍ଷୟ ତୃତୀୟାରେ ସୁନା ଓ ରୁପା କିଣିବା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ଏହି ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବାରେ ମଧ୍ୟ ଜୀବନରେ ସଫଳତା ମିଳିଥାଏ । ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ନିୟମ ପାଳନ କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସଂପର୍କରେ…

  -ଅକ୍ଷୟ ତୃତୀୟା ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳର ଉତ୍ତର କିମ୍ବା ପୂର୍ବ ଦିଗରେ ଧନ ରଖନ୍ତୁ। ଏହାଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ପାଇବା ସହ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ।
-ଏହି ଦିନ ଘର କିମ୍ବା ବ୍ୟବସାୟିକ ସ୍ଥଳରେ ବୁଢ଼ିଆଣୀ ବସା ଥିଲେ ବାହାର କରିଦିଅନ୍ତୁ। ଏହା ଧନ ଆଗମନରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଏ। 
  -ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଦର୍ପଣ ଲଗାଇବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଘରେ ଧନ ଓ ଆୟ ବୃଦ୍ଧି ପାଇଥାଏ। 
  -ଅକ୍ଷୟ ତୃତୀୟା ଦିନ ଯେଉଁଭଳି ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମିତି ଫଟୋ ଘରେ ଲଗାଇବା ଦ୍ବାରା ଅର୍ଥ ଆଗମନ ମାର୍ଗ ପ୍ରଶସ୍ତ ହୋଇଥାଏ। 
  -ଏହି ଦିନ ଘରକୁ ଶ୍ରୀଯନ୍ତ୍ର ଆଣି ପୂଜା କରିବା ଦ୍ବାରା ଘର ଧନଧାନ୍ୟରେ ପୂରି ଉଠେ।
  -ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏବଂ ଦକ୍ଷିଣ ଦିଗରେ ଦୀପ ରଖନ୍ତୁ। ଏଭଳି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ  ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
https://www.thesakala.in/religion/akshaya-tritiya-2024-upay-facts-vastu-tips-astrology/article-32015
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର