ସୌଭାଗ୍ୟ ଓ ଉନ୍ନତି ପାଇଁ ଏପରି କରନ୍ତୁ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା…

The Sakala Picture
Published On

ଶାସ୍ତ୍ରାନୁସାରେ, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କ ଆରାଧନା କଲେ, ସୌଭାଗ୍ୟ ବୃଦ୍ଧି ହେବା ସହିତ ସାମାଜିକ ଉନ୍ନତି ଏବଂ ନୀରୋଗତା ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା, ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ପାଇଁ କ’ଣ ସବୁ ନୀତିନିୟମ ରହିଛି। ସୂର୍ଯ୍ୟଙ୍କର ପ୍ରଥମ କିରଣରେ ଅର୍ଘ୍ୟ ଦେବା ସବୁଠାରୁ ଉତ୍ତମ ହୋଇଥାଏ। ସୂେର୍ଯ୍ୟାଦୟ ପୂର୍ବରୁ ସ୍ନାନ କରିବା ଉଚିତ। ସ୍ନାନ ପରେ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରକ୍ତଚନ୍ଦନ, ଲାଲ୍‌ ଫୁଲ […]

ଶାସ୍ତ୍ରାନୁସାରେ, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟଙ୍କ ଆରାଧନା କଲେ, ସୌଭାଗ୍ୟ ବୃଦ୍ଧି ହେବା ସହିତ ସାମାଜିକ ଉନ୍ନତି ଏବଂ ନୀରୋଗତା ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା, ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ପାଇଁ କ’ଣ ସବୁ ନୀତିନିୟମ ରହିଛି।

  • ସୂର୍ଯ୍ୟଙ୍କର ପ୍ରଥମ କିରଣରେ ଅର୍ଘ୍ୟ ଦେବା ସବୁଠାରୁ ଉତ୍ତମ ହୋଇଥାଏ।
  • ସୂେର୍ଯ୍ୟାଦୟ ପୂର୍ବରୁ ସ୍ନାନ କରିବା ଉଚିତ।
  • ସ୍ନାନ ପରେ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରକ୍ତଚନ୍ଦନ, ଲାଲ୍‌ ଫୁଲ ଓ ଚାଉଳ ପକାଇ ଅର୍ଘ୍ୟ ଦିଅନ୍ତୁ।
  • ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ସୂର୍ଯ୍ୟମନ୍ତ୍ରର ଜପ କରନ୍ତୁ।
  • ସୁେର୍ଯ୍ୟାଦୟ ଭଳି ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ନମସ୍କାର କରନ୍ତୁ।
  • ରବିବାର ଦିନ ତେଲ ଓ ଲୁଣ ଖାଆନ୍ତୁ ନାହିଁ।
  • ଏହି ଦିନ ଥରୁଟିଏ ଭୋଜନ କରନ୍ତୁ।
04 Nov 2022 By The Sakala

https://www.thesakala.in/religion/worship-the-sun-for-good-luck-and-prosperity/article-16273
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର