ଦଶମ ଓ ଆଇଟିଆଇ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୧୦

The Sakala Picture
Published On

ନୂଆଦିଲ୍ଲୀ:  ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ୪୫୫ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଯେଉଁଥି ପାଇଁ ଦଶମ ପାସ୍ ଆଇଟିଆଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ HAL ର ଅଫିସିଆଲ୍ ୱେବସାଇଟ୍  hal-india.co.in ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ଚୟନ ଯୋଗ୍ୟତା ଆଧାରରେ କରାଯିବ। ୪୫୫ ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ […]

ନୂଆଦିଲ୍ଲୀ:  ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ୪୫୫ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଯେଉଁଥି ପାଇଁ ଦଶମ ପାସ୍ ଆଇଟିଆଇ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ HAL ର ଅଫିସିଆଲ୍ ୱେବସାଇଟ୍  hal-india.co.in ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ଚୟନ ଯୋଗ୍ୟତା ଆଧାରରେ କରାଯିବ।

୪୫୫ ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ତାଲିକା ସେପ୍ଟେମ୍ବର ମାସରେ ଘୋଷଣା କରାଯିବ। ତଥାପି ଯଦି ଆବଶ୍ୟକ ହୁଏ, ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯାଇପାରିବ।

ଆବେଦନ କରିବା ପ୍ରଣାଳୀ:

– ପ୍ରାର୍ଥୀମାନେ ପ୍ରଥମେ www.apprenticeshipindia.org ରେ ପଞ୍ଜୀକୃତ କରାଇବେ। ଏହାପରେ ତାଙ୍କୁ ଏକ ୟୁନିକ ନମ୍ବର ମିଳିବ ।

-ଏହାପରେ ବର୍ତ୍ତମାନ HAL ୱେବସାଇଟ୍ www.hal-india.co.in କୁ ଯାଇ ‘କ୍ୟାରିଅର୍’ ବିଭାଗରେ କ୍ଲିକ୍ କରନ୍ତୁ ।

-ଏହା ପରେ ନିଯୁକ୍ତି ସମ୍ବନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ ଫର୍ମର ଲିଙ୍କରେ କ୍ଲିକ୍ କରନ୍ତୁ ।

-ବର୍ତ୍ତମାନ ଅନୁରୋଧ କରାଯାଇଥିବା ସୂଚନା ପ୍ରବେଶ କରିବା ପରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ଶେଷରେ ଦାଖଲ ବା ସବମିଟ  ଉପରେ କ୍ଲିକ୍ କରନ୍ତୁ ।

-ସମସ୍ତ ସୂଚନା ପ୍ରବେଶ କରିବା ପରେ ପ୍ରାର୍ଥୀମାନେ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ।

-ବର୍ତ୍ତମାନ ଆପଣଙ୍କର ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରିଦିିଅନ୍ତୁ

28 Jul 2022 By The Sakala

https://www.thesakala.in/recruitment/apply-till-august-10-selection-will-be-done-on-the-basis-of-merit/article-13682
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର