Crime News in Odia | Latest Crime News Today | ଅପରାଧ ଖବର
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଉତ୍ତରପ୍ରଦେଶର କୁଶୀନଗରରେ ପାର୍କିଂ ବିବାଦରୁ ୩୦ ବର୍ଷୀୟ ଯୁବକଙ୍କୁ ଲାଠିରେ ପିଟି ପିଟି ହତ୍ୟା
Published On
By Suryakanta
ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଡ଼ି ପାର୍କିଂକୁ ନେଇ ହୋଇଥିବା ଏକ ଛୋଟ ବିବାଦ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। ଏଠାରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ କିଛି ଲୋକ ମିଶି ଲାଠିରେ ପିଟି ପିଟି ହତ୍ୟା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ସ୍ଥାନୀୟ...
୫୦ ହଜାର ଟଙ୍କା ପାଇଁ ଆଦିବାସୀ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗି ମାଡ଼ ମାରିଲେ ଇଟାଭାଟି ମାଲିକ, କ୍ଷତ ସ୍ଥାନରେ ଲଗାଇଲେ ଲଙ୍କାଗୁଣ୍ଡ
Published On
By Suryakanta
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅତି ଅମାନବୀୟ ତଥା ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଆଦିବାସୀ ଯୁବକଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଛରେ ଓଲଟା ଟାଙ୍ଗି ନିର୍ଦ୍ଦୟ ଭାବେ ପିଟିଛନ୍ତି ଜଣେ ଇଟାଭାଟି ମାଲିକ। ଏପରିକି ଯୁବକଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ପୀଡ଼ିତଙ୍କ...
ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ
Published On
By Suryakanta
ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଖୁର୍ଜା ନଗର ଅଞ୍ଚଳର ନେହରୁପୁର ଗାଁ ନିକଟସ୍ଥ ଜଙ୍ଗଲ ଏବଂ ରେଳ ଧାରଣା କଡ଼ରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ରହସ୍ୟମୟ ପରିସ୍ଥିତିରେ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ଦିଅର ଏବଂ...
ଆଗ୍ରାରେ ମହିଳାଙ୍କ ଆତ୍ମହତ୍ୟା: ୪ ବର୍ଷର ଲିଭ୍-ଇନ୍ ସମ୍ପର୍କ ପରେ ବିବାହ କରିବାକୁ ମନା କଲେ ପୋଲିସ କନଷ୍ଟେବଳ
Published On
By Tapas Ranjan Nanda
ଉତ୍ତରପ୍ରଦେଶର ଆଗ୍ରା ଠାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ଜାରି କରି ଜଣେ ପୋଲିସ କନଷ୍ଟେବଳଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ପୋଲିସ କର୍ମଚାରୀ ଜଣକ ତାଙ୍କ ସହ ଦୀର୍ଘ ୪ ବର୍ଷ ଧରି ଲିଭ୍-ଇନ୍ ସମ୍ପର୍କରେ ଥିଲେ ମଧ୍ୟ ପରେ ବିବାହ...
ଜୟପୁରରେ ଅଭାବନୀୟ ଘଟଣା: ଖଣ୍ଡାରେ ହାଣି ପତ୍ନୀ ଓ କୁନି ଝିଅକୁ ହତ୍ୟା କଲା ସ୍ୱାମୀ, ଥାନାରେ କଲା ଆତ୍ମସମର୍ପଣ
Published On
By Suryakanta
ରାଜସ୍ଥାନର ଜୟପୁର ଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହ ତଥା ଆର୍ଥିକ ଅନଟନ ଯୋଗୁଁ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ୮ ବର୍ଷର ନାବାଳିକା ଝିଅକୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଏହି ଲୋମହର୍ଷକ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ନିଜେ ଯାଇ ପୋଲିସ...
ଲକ୍ଷ୍ନୌରେ ସାଂଘାତିକ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ଓ ଗର୍ଭପାତ କରାଇଲା ପ୍ରେମିକ
Published On
By Suryakanta
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିବା, ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ଏବଂ ମାଡ଼ ମାରି ଗର୍ଭପାତ କରାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି...
'୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା
Published On
By Suryakanta
ମହାରାଷ୍ଟ୍ରର ବୀଡ୍ (Beed) ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲଗାତାର ୩ଟି ଝିଅ ଜନ୍ମ ଦେଇଥିବାରୁ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଶେଷରେ ଏହି ନିର୍ଯାତନା...
ମୁମ୍ବାଇରେ ଏମଡିଏସ ଛାତ୍ରୀଙ୍କ ଆତ୍ମହତ୍ୟା: ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ରେ ପ୍ରେମିକ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ
Published On
By Tapas Ranjan Nanda
ମୁମ୍ବାଇ: ମୁମ୍ବାଇରେ ଜଣେ ୨୪ ବର୍ଷୀୟା ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି, ଯେଉଁଥିରେ ସେ ନିଜ ପ୍ରେମିକଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ସମ୍ପର୍କକୁ ନେଇ ଅପମାନିତ କରିଥିବା ନେଇ...
ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍
Published On
By Suryakanta
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ବର୍ଷକ ପରେ ଯୌତୁକ ନିର୍ଯାତନା ସହି ନପାରି ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଏବେ ମଧ୍ୟ ଫେରାର୍ ଅଛନ୍ତି।
ଯୌତୁକ...
ସୋସିଆଲ ମିଡିଆରେ ହନିଟ୍ରାପ୍: ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ମହିଳା ଫ୍ୟାଶନ ଡିଜାଇନର
Published On
By Tapas Ranjan Nanda
ବେଲାଗାଭି: କର୍ଣ୍ଣାଟକର ବେଲାଗାଭି ଅଞ୍ଚଳରେ ଜଣେ ମହିଳା ଫ୍ୟାଶନ ଡିଜାଇନରଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ମାଧ୍ୟମରେ ଧନୀ ବ୍ୟକ୍ତିଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟ୍ କରୁଥିବା ଅଭିଯୋଗରେ ପୋଲିସ ଦୀପା ଅବତାଗୀ ନାମକ ଜଣେ ୩୩ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ସେ ଲୋକଙ୍କୁ ହନିଟ୍ରାପ୍ରେ ଫସାଇ...
ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା
Published On
By Tapas Ranjan Nanda
ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମାରିବା ପାଇଁ ତିନି ତିନି ଥର ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେଥିରେ ବିଫଳ ହେବା ପରେ, ସେ ଜଣେ ସୁପାରି କିଲରକୁ ୧ ଲକ୍ଷ ଟଙ୍କା ଦେଇ ଏକ ସୁଚିନ୍ତିତ ଦୁର୍ଘଟଣା...
ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା
Published On
By Suryakanta
ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ମାନବିକତାକୁ ଶର୍ମସାର କଲା ଭଳି ଏକ ଅତି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ବୃଦ୍ଧା ଜଣକ ନିଜ କ୍ଷେତରେ ଥିବା ଏକ କୁଡିଆରେ ଏକାକୀ ରହୁଥିଲେ। ଏହି ଘଟଣା ସ୍ଥାନୀୟ...



