ଜଙ୍ଗଲରେ ବାନ୍ଧବୀ ସହ ରହୁଛନ୍ତି ପୁତିନ

The Sakala Picture
Published On

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (୭୦) ନିଜର ଗୋପନୀୟ ବାନ୍ଧବୀ ଏଲିନା କବେଭା (୩୯) ଙ୍କ ସହ ଜଙ୍ଗଲରେ ନିର୍ମାଣ ହୋଇଥିବା ଏକ ବିଳାସପୂର୍ଣ୍ଣ କୋଠାରେ ରହୁଛନ୍ତି। ଏହି କୋଠା ସୁନାରେ ତିଆରେ କରାଯାଇଛି। ମସ୍କୋଠାରୁ ୨୫୦ ମାଇଲ ଦୂର ଭଲଦଇ ହ୍ରଦର ଜଙ୍ଗଲରେ ଏହି କୋଠା ରହିଛି। ରିପୋର୍ଟ ଅନୁଯାୟୀ, ୧୩ ହଜାର ସ୍କୋୟାର ଫୁଟ ଜାଗାରେ ୯୯୦ କୋଟି ଟଙ୍କା ବିନିଯୋଗ କରି ପୁତିନ ବାନ୍ଧବୀଙ୍କ ଲାଗି ଏହି କୋଠା ତିଆରି କରିଛନ୍ତି। […]

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (୭୦) ନିଜର ଗୋପନୀୟ ବାନ୍ଧବୀ ଏଲିନା କବେଭା (୩୯) ଙ୍କ ସହ ଜଙ୍ଗଲରେ ନିର୍ମାଣ ହୋଇଥିବା ଏକ ବିଳାସପୂର୍ଣ୍ଣ କୋଠାରେ ରହୁଛନ୍ତି। ଏହି କୋଠା ସୁନାରେ ତିଆରେ କରାଯାଇଛି। ମସ୍କୋଠାରୁ ୨୫୦ ମାଇଲ ଦୂର ଭଲଦଇ ହ୍ରଦର ଜଙ୍ଗଲରେ ଏହି କୋଠା ରହିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ରିପୋର୍ଟ ଅନୁଯାୟୀ, ୧୩ ହଜାର ସ୍କୋୟାର ଫୁଟ ଜାଗାରେ ୯୯୦ କୋଟି ଟଙ୍କା ବିନିଯୋଗ କରି ପୁତିନ ବାନ୍ଧବୀଙ୍କ ଲାଗି ଏହି କୋଠା ତିଆରି କରିଛନ୍ତି। ଏହା ପୁତିନଙ୍କ ସ୍ବତନ୍ତ୍ର ମହଲଠାରୁ ମାତ୍ର ୮୦୦ ମିଟର ଦୂରରେ ରହିଛି। ଏହି ଘର କଳାଧନରେ ତିଆରି କରାଯାଇଛିଥିବା ପୁତିନିଙ୍କ ବ୍ୟାଙ୍କର ବନ୍ଧୁ ତଥା ବ୍ୟବସାୟୀ ୟୁରି କୋଭାଲଚୋକ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର