୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିଲେ ଅଫିସରେ ନେଇପାରିବେ ଟିକା

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ରମାଗତ ଭାବେ ଦେଶ ଏବଂ ବିଭିନ୍ନ ରାଜ୍ଯରେ ବୃଦ୍ଧି ଘଟିଛି। କେନ୍ଦ୍ର ସରକାର କରୋନା ଟିକାକରଣ ଗାଇଡ ଲାଇନରେ ସାମାନ୍ଯ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେ ଯେଉଁଠାରେ ୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବେ, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କରିବେ। ଅଫିସରେ ହିଁ ଟିକାକରଣ କେନ୍ଦ୍ର […]

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ରମାଗତ ଭାବେ ଦେଶ ଏବଂ ବିଭିନ୍ନ ରାଜ୍ଯରେ ବୃଦ୍ଧି ଘଟିଛି। କେନ୍ଦ୍ର ସରକାର କରୋନା ଟିକାକରଣ ଗାଇଡ ଲାଇନରେ ସାମାନ୍ଯ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେ ଯେଉଁଠାରେ ୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବେ, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କରିବେ। ଅଫିସରେ ହିଁ ଟିକାକରଣ କେନ୍ଦ୍ର ହେବ ଓ ଅଫିସର ଯୋଗ୍ୟ ହିତାଧିକାରୀ ସେଠାରେ ଟିକା ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଏଥିପାଇଁ  ୧୦୦ ଜଣ ଟିକା ନେବାକୁ ଯୋଗ୍ୟତା ରଖିଥିବା ଲୋକ ଯେଉଁ ଅଫିସରେ କାମ କରୁଛନ୍ତି, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା କାର୍ଯ୍ଯସ୍ଥଳୀରେ ଟିକାକରଣ କାର୍ଯ୍ଯକ୍ରମ ଆରମ୍ଭ ହେବ। ତେଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

07 Apr 2021 By The Sakala

୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିଲେ ଅଫିସରେ ନେଇପାରିବେ ଟିକା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ରମାଗତ ଭାବେ ଦେଶ ଏବଂ ବିଭିନ୍ନ ରାଜ୍ଯରେ ବୃଦ୍ଧି ଘଟିଛି। କେନ୍ଦ୍ର ସରକାର କରୋନା ଟିକାକରଣ ଗାଇଡ ଲାଇନରେ ସାମାନ୍ଯ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେ ଯେଉଁଠାରେ ୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବେ, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କରିବେ। ଅଫିସରେ ହିଁ ଟିକାକରଣ କେନ୍ଦ୍ର ହେବ ଓ ଅଫିସର ଯୋଗ୍ୟ ହିତାଧିକାରୀ ସେଠାରେ ଟିକା ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଏଥିପାଇଁ  ୧୦୦ ଜଣ ଟିକା ନେବାକୁ ଯୋଗ୍ୟତା ରଖିଥିବା ଲୋକ ଯେଉଁ ଅଫିସରେ କାମ କରୁଛନ୍ତି, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା କାର୍ଯ୍ଯସ୍ଥଳୀରେ ଟିକାକରଣ କାର୍ଯ୍ଯକ୍ରମ ଆରମ୍ଭ ହେବ। ତେଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ।

https://www.thesakala.in/national-international/vaccination-camps-can-be-held-at-workplaces-that-have-around-100-eligible/article-1331
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର