ଡ୍ୟାମକୁ ଖସିଲା କାର; ୩ ପୁଲିସକର୍ମୀ ମୃତ, ଜଣେ ନିଖୋଜ...

Deviprasad Mohanty Picture
Published On

ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିରେ ଅଭାବନୀୟ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୁଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଖବର ମୁତାବକ, ପୁଲିସକର୍ମୀମାନେ କାର ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ନିୟନ୍ତ୍ରଣ ହରାଇ ଡ୍ୟାମକୁ ଖସି ଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ପୁଲିସ କର୍ମୀ ନିଖୋଜ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର