ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ !

The Sakala Picture
Published On

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ନେଇ ଚାଲିଥିବା  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସମସ୍ତଙ୍କ ମନରେ ସସ୍‌ପେନ୍ସ ଥିଲା । ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ସୁପାରିଶ୍‌ କରିଛି। ଜଣେ ଦକ୍ଷ ରାଜନୀତିଜ୍ଞ ଓ […]

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ନେଇ ଚାଲିଥିବା  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସମସ୍ତଙ୍କ ମନରେ ସସ୍‌ପେନ୍ସ ଥିଲା । ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ସୁପାରିଶ୍‌ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଜଣେ ଦକ୍ଷ ରାଜନୀତିଜ୍ଞ ଓ ସର୍ବଗ୍ରହଣୀୟ ନେତା ଭାବେ ସୁଖଜିନ୍ଦର ହାଇକମାଣ୍ଡଙ୍କ ଆସ୍ଥାଭାଜନ ହୋଇପାରନ୍ତି । ସେ ଡେରା ବାବା ନାନକ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଜେଲ୍ ଓ ସମବାୟ ବିଭାଗ ମନ୍ତ୍ରୀ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ସେ ଜଣାଶୁଣା । ସେ ୧୯୫୯ ଏପ୍ରିଲ ୨୫ରେ ଡେରାବ ବାବା ନାନକ ଅନ୍ତର୍ଗତ ଧାରୋଓ୍ୱାଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନ୍ତୋକ ସିଂ ରାଜ୍ୟ ପିସିସିର ଦୁଇ ଦୁଇ ଥର ସଦସ୍ୟ ଥିଲେ । ୨୦୦୨ରେ ରାନ୍ଧୱା ଫତେଗଡ ଚୁରିଆନରୁ ବିଜୟୀ ହୋଇଥିଲେ । ୨୦୧୨ରେ ସେ ଡେରା ବାବା ନାନକ ଆସନରୁ ବିଜୟୀ ହୋଇଥିଲେ । ବିଧାୟକ ଦଳ ବୈଠକରେ ତାଙ୍କ ନାଁ ସୁପାରିସ କରାଯାଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

19 Sep 2021 By The Sakala

ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ !

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ନେଇ ଚାଲିଥିବା  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସମସ୍ତଙ୍କ ମନରେ ସସ୍‌ପେନ୍ସ ଥିଲା । ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ସୁପାରିଶ୍‌ କରିଛି।

ଜଣେ ଦକ୍ଷ ରାଜନୀତିଜ୍ଞ ଓ ସର୍ବଗ୍ରହଣୀୟ ନେତା ଭାବେ ସୁଖଜିନ୍ଦର ହାଇକମାଣ୍ଡଙ୍କ ଆସ୍ଥାଭାଜନ ହୋଇପାରନ୍ତି । ସେ ଡେରା ବାବା ନାନକ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଜେଲ୍ ଓ ସମବାୟ ବିଭାଗ ମନ୍ତ୍ରୀ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ସେ ଜଣାଶୁଣା । ସେ ୧୯୫୯ ଏପ୍ରିଲ ୨୫ରେ ଡେରାବ ବାବା ନାନକ ଅନ୍ତର୍ଗତ ଧାରୋଓ୍ୱାଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନ୍ତୋକ ସିଂ ରାଜ୍ୟ ପିସିସିର ଦୁଇ ଦୁଇ ଥର ସଦସ୍ୟ ଥିଲେ । ୨୦୦୨ରେ ରାନ୍ଧୱା ଫତେଗଡ ଚୁରିଆନରୁ ବିଜୟୀ ହୋଇଥିଲେ । ୨୦୧୨ରେ ସେ ଡେରା ବାବା ନାନକ ଆସନରୁ ବିଜୟୀ ହୋଇଥିଲେ । ବିଧାୟକ ଦଳ ବୈଠକରେ ତାଙ୍କ ନାଁ ସୁପାରିସ କରାଯାଇଥିବା ସୂଚନା ।

https://www.thesakala.in/national-international/sukhjinder-singh-randhawa-may-be-the-new-chief-minister-of-punjab/article-5498
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର