ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: କୋଟା ଭିତରେ କୋଟାକୁ ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: SC-ST ସଂରକ୍ଷଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି (SC/ST)ଙ୍କ କୋଟା ଭିତରେ କୋଟା ରଖାଯାଇପାରିବ। ରାଜ୍ଯଗୁଡ଼ିକ ST, SCଙ୍କ ମଧ୍ଯରେ ଉପ-ବର୍ଗ କରି ପାଠପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ କରିପାରିବେ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ସବୁ […]

ନୂଆଦିଲ୍ଲୀ: SC-ST ସଂରକ୍ଷଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି (SC/ST)ଙ୍କ କୋଟା ଭିତରେ କୋଟା ରଖାଯାଇପାରିବ। ରାଜ୍ଯଗୁଡ଼ିକ ST, SCଙ୍କ ମଧ୍ଯରେ ଉପ-ବର୍ଗ କରି ପାଠପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ କରିପାରିବେ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଫ୍ରିକାରେ ଇବୋଲା ଭୂତାଣୁ ଆତଙ୍କ: ମୃତ୍ୟୁସଂଖ୍ୟା ୬୦୦ ପାର୍, ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ

ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ସବୁ ST/SC ଙ୍କ ମଧ୍ଯରେ ସମସ୍ତଙ୍କ ସ୍ଥିତି ସମାନ ନୁହେଁ। କିଏ ଅଧିକ ଅବହେଳିତ ତ କିଏ ଅପେକ୍ଷାକୃତ ଭଲରେ ଅଛି। ତେଣୁ ଅଧିକ ପଛୁଆ ଥିବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ SC/ST କୋଟା ମଧ୍ଯରେ କୋଟା କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି', ବୃଦ୍ଧି ପାଇଲା ଦେଶର ସାମୁଦ୍ରିକ ଶକ୍ତି

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ହୋଇଥିବା ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତେବେ ୭ ବିଚାରପତିଙ୍କ ମଧ୍ଯରୁ ଜଣେ ଭିନ୍ନ ରାୟ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ଭିତରେ ସଂରକ୍ଷଣ ଦେବା ପାଇଁ ଉପଯୁକ୍ତ ଡାଟା ଥିବା ଦରକାର। ଗୋଟିଏ ବର୍ଗରେ ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁନଥିବାର ପ୍ରମାଣ ଥିବା ଦରକାର ବୋଲି କୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଏତନାମରେ ବଡ଼ ଦୁର୍ଘଟଣା: ଫୁ କୁଓକ ଦ୍ୱୀପ ନିକଟରେ ଓଲଟିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା, ୧୫ ମୃତ

01 Aug 2024 By The Sakala

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: କୋଟା ଭିତରେ କୋଟାକୁ ମଞ୍ଜୁରୀ

ନୂଆଦିଲ୍ଲୀ: SC-ST ସଂରକ୍ଷଣ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି (SC/ST)ଙ୍କ କୋଟା ଭିତରେ କୋଟା ରଖାଯାଇପାରିବ। ରାଜ୍ଯଗୁଡ଼ିକ ST, SCଙ୍କ ମଧ୍ଯରେ ଉପ-ବର୍ଗ କରି ପାଠପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ କରିପାରିବେ। ଆଜି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ସବୁ ST/SC ଙ୍କ ମଧ୍ଯରେ ସମସ୍ତଙ୍କ ସ୍ଥିତି ସମାନ ନୁହେଁ। କିଏ ଅଧିକ ଅବହେଳିତ ତ କିଏ ଅପେକ୍ଷାକୃତ ଭଲରେ ଅଛି। ତେଣୁ ଅଧିକ ପଛୁଆ ଥିବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ SC/ST କୋଟା ମଧ୍ଯରେ କୋଟା କରାଯାଇପାରିବ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ହୋଇଥିବା ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ତେବେ ୭ ବିଚାରପତିଙ୍କ ମଧ୍ଯରୁ ଜଣେ ଭିନ୍ନ ରାୟ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ଭିତରେ ସଂରକ୍ଷଣ ଦେବା ପାଇଁ ଉପଯୁକ୍ତ ଡାଟା ଥିବା ଦରକାର। ଗୋଟିଏ ବର୍ଗରେ ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁନଥିବାର ପ୍ରମାଣ ଥିବା ଦରକାର ବୋଲି କୋର୍ଟ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର