କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ ହୋଇଛି। ଅଗଷ୍ଟ ୨୭ତାରିଖ ଶନିବାର ଦିନ ସେ ଇଟାଲୀରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଏହି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ଖବର ବିଷୟରେ ଜଣାଇ ଟ୍ବିଟ କରିଛନ୍ତି। […]

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ ହୋଇଛି। ଅଗଷ୍ଟ ୨୭ତାରିଖ ଶନିବାର ଦିନ ସେ ଇଟାଲୀରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଏହି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ଖବର ବିଷୟରେ ଜଣାଇ ଟ୍ବିଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚୀନର ବିଶାଳ ସାମରିକ ପ୍ରସ୍ତୁତି: ପରମାଣୁ କେନ୍ଦ୍ର ନିକଟରେ ଲଞ୍ଚ୍ ପ୍ୟାଡ୍ ନିର୍ମାଣ କରୁଥିବା ନେଇ ସାଟେଲାଇଟ୍ ଚିତ୍ରରୁ ଖୁଲାସା

ଆହୁରି ପଢ଼ନ୍ତୁ: ଅମରତ୍ୱ ସନ୍ଧାନରେ ପୁଟିନ୍‌: ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷର ୨୬ ବିଲିୟନ ଡଲାରର ମାଷ୍ଟର ପ୍ଲାନ୍‌

ଟ୍ବିଟରେ ସେ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଅଗଷ୍ଟ ୨୭, ୨୦୨୨ରେ ଇଟାଲୀରେ ଥିବା ତାଙ୍କ ଘରେ ଦେହାନ୍ତ ହୋଇଛି। ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦୀର୍ଘ ୩୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ: ୮୫ ବର୍ଷୀୟ ବୃଦ୍ଧ ହେଲେ ଦୋଷୀ ସାବ୍ୟସ୍ତ, ଯିବେ ଜେଲ

31 Aug 2022 By The Sakala

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ ହୋଇଛି। ଅଗଷ୍ଟ ୨୭ତାରିଖ ଶନିବାର ଦିନ ସେ ଇଟାଲୀରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଏହି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ଖବର ବିଷୟରେ ଜଣାଇ ଟ୍ବିଟ କରିଛନ୍ତି।

ଟ୍ବିଟରେ ସେ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଅଗଷ୍ଟ ୨୭, ୨୦୨୨ରେ ଇଟାଲୀରେ ଥିବା ତାଙ୍କ ଘରେ ଦେହାନ୍ତ ହୋଇଛି। ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର