କୋର୍ଟ ଭିତରେ ହେଲା ଗ୍ୟାଙ୍ଗୱାର, ଓକିଲ ବେଶରେ ଆସି ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କଲା ଅନ୍ୟ ଏକ ଗୋଷ୍ଠୀ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଘଟିଛି ଭୟାନକ ଗୁଳିକାଣ୍ଡ। ଶୁକ୍ରବାର ଦ୍ୱିପ୍ରହରରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ତ୍ର ଓରଫ ଗୋଗିକୁ ଗୁଳିକରି ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ । ଜିତେନ୍ଦ୍ର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ । ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଗୁଳି ଚଳାଇଥିବା ଦୁଇ ଜଣ ଦୁର୍ବୃତ୍ତ ନିହତ ହୋଇଥିବା ଜଣାପଡିଛି । ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁସାରେ […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଘଟିଛି ଭୟାନକ ଗୁଳିକାଣ୍ଡ। ଶୁକ୍ରବାର ଦ୍ୱିପ୍ରହରରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ତ୍ର ଓରଫ ଗୋଗିକୁ ଗୁଳିକରି ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ । ଜିତେନ୍ଦ୍ର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ । ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଗୁଳି ଚଳାଇଥିବା ଦୁଇ ଜଣ ଦୁର୍ବୃତ୍ତ ନିହତ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁସାରେ ଅନ୍ୟ ଏକ ଗୋଷ୍ଠୀର ଦୁଇ ଜଣ ଦୁର୍ବୁତ୍ତ ଓକିଲ ବେଶରେ ଆସି କୋର୍ଟ ପରିଶର ଭିତରେ ପହଞ୍ଚିଥିଲେ ଏବଂ ଜିତେନ୍ଦ୍ର ଗୋଗୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ର ଗୋଗୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟ ନିହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଜଣ ଦୁର୍ବୃତ୍ତ ଦିଲ୍ଲୀର ଟିଲୁ ଗ୍ୟାଙ୍ଗର ବୋଲି ଜଣାପଡିଛି । ନିହତ ହୋଇଥିବା ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାହୁଲ, ଯାହାଙ୍କ ମୁଣ୍ଡରେ ୫୦ ହଜାର ପୁରସ୍କାର ରାଶିଥିଲା । ଜିତେନ୍ଦ୍ର ଗୋଗୀ ଓ ଟିଲୁ ଗ୍ୟାଙ୍ଗ୍ ମଧ୍ୟରେ ପୁରୁଣା ଶତ୍ରୁତା ଥିଲା ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

24 Sep 2021 By The Sakala

କୋର୍ଟ ଭିତରେ ହେଲା ଗ୍ୟାଙ୍ଗୱାର, ଓକିଲ ବେଶରେ ଆସି ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କଲା ଅନ୍ୟ ଏକ ଗୋଷ୍ଠୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଘଟିଛି ଭୟାନକ ଗୁଳିକାଣ୍ଡ। ଶୁକ୍ରବାର ଦ୍ୱିପ୍ରହରରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ତ୍ର ଓରଫ ଗୋଗିକୁ ଗୁଳିକରି ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ । ଜିତେନ୍ଦ୍ର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ । ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଗୁଳି ଚଳାଇଥିବା ଦୁଇ ଜଣ ଦୁର୍ବୃତ୍ତ ନିହତ ହୋଇଥିବା ଜଣାପଡିଛି ।

ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁସାରେ ଅନ୍ୟ ଏକ ଗୋଷ୍ଠୀର ଦୁଇ ଜଣ ଦୁର୍ବୁତ୍ତ ଓକିଲ ବେଶରେ ଆସି କୋର୍ଟ ପରିଶର ଭିତରେ ପହଞ୍ଚିଥିଲେ ଏବଂ ଜିତେନ୍ଦ୍ର ଗୋଗୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ର ଗୋଗୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟ ନିହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ ଜଣ ଦୁର୍ବୃତ୍ତ ଦିଲ୍ଲୀର ଟିଲୁ ଗ୍ୟାଙ୍ଗର ବୋଲି ଜଣାପଡିଛି । ନିହତ ହୋଇଥିବା ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାହୁଲ, ଯାହାଙ୍କ ମୁଣ୍ଡରେ ୫୦ ହଜାର ପୁରସ୍କାର ରାଶିଥିଲା । ଜିତେନ୍ଦ୍ର ଗୋଗୀ ଓ ଟିଲୁ ଗ୍ୟାଙ୍ଗ୍ ମଧ୍ୟରେ ପୁରୁଣା ଶତ୍ରୁତା ଥିଲା ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର