ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

Deviprasad Mohanty Picture
Published On

ନୂଆଦିଲ୍ଲୀ: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ ହୋଇଛନ୍ତି। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ର ନେତ୍ରୀ ହେଉଛନ୍ତି ସାନାଏ । 

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ