ସମୁଦ୍ରରେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

The Sakala Picture
Published On

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଗସ୍ତ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଥଙ୍ଗାସେରୀଠାରେ ସମୁଦ୍ରକୁ ଲମ୍ଫ ମାରିଛନ୍ତି। ସେ ଡଙ୍ଗାରୁ ସିଧା ସମୁଦ୍ର ମଧ୍ୟକୁ ଡେଇଁଥିଲେ। ସମୁଦ୍ର ଭିତରେ ଅନ୍ୟ ମତ୍ସ୍ୟବଜୀଙ୍କ ସହ ରାହୁଲ ପ୍ରାୟ ୧୦ ମିନିଟ୍‌ କାଳ ଜଳକ୍ରୀଡ଼ା କରିଥିଲେ। ଗଭୀର ସମୁଦ୍ରରେ ରାହୁଲ ଗାନ୍ଧୀଙ୍କୁ ପହଁରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ମାଛ ଧରାଳି ଉତ୍ସାହିତ ହୋଇଯାଇଥିଲେ। ସେ ମତ୍ସ୍ୟଜୀବଙ୍କ ଜୀବନ ଶୈଳୀକୁ ଅତ ନିକଟରୁ ଜାଣିବା ପାଇଁ ଚାହିଁଥଲେ। ତାଙ୍କ ସମସ୍ୟା […]

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଗସ୍ତ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଥଙ୍ଗାସେରୀଠାରେ ସମୁଦ୍ରକୁ ଲମ୍ଫ ମାରିଛନ୍ତି। ସେ ଡଙ୍ଗାରୁ ସିଧା ସମୁଦ୍ର ମଧ୍ୟକୁ ଡେଇଁଥିଲେ। ସମୁଦ୍ର ଭିତରେ ଅନ୍ୟ ମତ୍ସ୍ୟବଜୀଙ୍କ ସହ ରାହୁଲ ପ୍ରାୟ ୧୦ ମିନିଟ୍‌ କାଳ ଜଳକ୍ରୀଡ଼ା କରିଥିଲେ। ଗଭୀର ସମୁଦ୍ରରେ ରାହୁଲ ଗାନ୍ଧୀଙ୍କୁ ପହଁରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ମାଛ ଧରାଳି ଉତ୍ସାହିତ ହୋଇଯାଇଥିଲେ। ସେ ମତ୍ସ୍ୟଜୀବଙ୍କ ଜୀବନ ଶୈଳୀକୁ ଅତ ନିକଟରୁ ଜାଣିବା ପାଇଁ ଚାହିଁଥଲେ। ତାଙ୍କ ସମସ୍ୟା ମଧ୍ଯ ପଚାରି ବୁଝିଥିଲେ। କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ସାମିଲ କରିବ ବୋଲି ରାହୁଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚୀନର ବିଶାଳ ସାମରିକ ପ୍ରସ୍ତୁତି: ପରମାଣୁ କେନ୍ଦ୍ର ନିକଟରେ ଲଞ୍ଚ୍ ପ୍ୟାଡ୍ ନିର୍ମାଣ କରୁଥିବା ନେଇ ସାଟେଲାଇଟ୍ ଚିତ୍ରରୁ ଖୁଲାସା

ସେ ସମୁଦ୍ର ମଧ୍ୟକୁ ଡେଇଁବା ସମୟରେ ପୋଷାକ ମଧ୍ୟ ବଦଳାଇ ନ ଥିଲେ। ପୂର୍ବଭଳି ଭଳି ସେ ଟି-ଶର୍ଟ ଓ ଖାଖି ଟ୍ରାଉଜର ପିନ୍ଧିଥିଲେ। ପାଣିରେ ଗାଧୋଇବା ପରେ ସେ କୂଳକୁ ଫେରି ନିଜର ପୋଷାକ ବଦଳାଇଥିଲେ। ସମୁଦ୍ର ଭିତରେ ରାହୁଲ ପହଁରୁ ଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

କେରଳ ଗସ୍ତରେ ଥିବା ରାହୁଲ ପ୍ରାୟ ଅଢ଼େଇ ଘଣ୍ଟା କାଳ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାରେ ସମୟ ବିତାଇଥିଲେ। ଏହି ସମୟରେ ମତ୍ସ୍ୟଜୀବୀ ମାନେ ରାନ୍ଧିଥିବା ମାଛ ତରକାରୀ ମଧ୍ୟ ଖାଇଥିଲେ। ଜଣେ କଂଗ୍ରେସ କାର୍ଯ୍ଯକର୍ତ୍ତା କହିଛନ୍ତି, ରାହୁଲ ହଠାତ୍‌ ପାଣିକୁ ଡେଇଁବା ଦେଖି ଆମେ ଆଶ୍ଚର୍ଯ୍ଯ ହୋଇଯାଇଥିଲୁ। ସେ ପାଣିକୁ ଡେଇଁବେ ବୋଲି ଆମକୁ ମଧ୍ୟ ଜଣା ନଥିଲା। ସେ ୧୦ ମିନିଟ୍‌ ପାଣି ଭିତରେ ରହିଥିଲେ। ସେ ପହଁରା ଭଲ ଭାବେ ଜାଣିଛନ୍ତି।

25 Feb 2021 By The Sakala

ସମୁଦ୍ରରେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଗସ୍ତ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଥଙ୍ଗାସେରୀଠାରେ ସମୁଦ୍ରକୁ ଲମ୍ଫ ମାରିଛନ୍ତି। ସେ ଡଙ୍ଗାରୁ ସିଧା ସମୁଦ୍ର ମଧ୍ୟକୁ ଡେଇଁଥିଲେ। ସମୁଦ୍ର ଭିତରେ ଅନ୍ୟ ମତ୍ସ୍ୟବଜୀଙ୍କ ସହ ରାହୁଲ ପ୍ରାୟ ୧୦ ମିନିଟ୍‌ କାଳ ଜଳକ୍ରୀଡ଼ା କରିଥିଲେ। ଗଭୀର ସମୁଦ୍ରରେ ରାହୁଲ ଗାନ୍ଧୀଙ୍କୁ ପହଁରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ମାଛ ଧରାଳି ଉତ୍ସାହିତ ହୋଇଯାଇଥିଲେ। ସେ ମତ୍ସ୍ୟଜୀବଙ୍କ ଜୀବନ ଶୈଳୀକୁ ଅତ ନିକଟରୁ ଜାଣିବା ପାଇଁ ଚାହିଁଥଲେ। ତାଙ୍କ ସମସ୍ୟା ମଧ୍ଯ ପଚାରି ବୁଝିଥିଲେ। କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ସାମିଲ କରିବ ବୋଲି ରାହୁଲ କହିଛନ୍ତି।

ସେ ସମୁଦ୍ର ମଧ୍ୟକୁ ଡେଇଁବା ସମୟରେ ପୋଷାକ ମଧ୍ୟ ବଦଳାଇ ନ ଥିଲେ। ପୂର୍ବଭଳି ଭଳି ସେ ଟି-ଶର୍ଟ ଓ ଖାଖି ଟ୍ରାଉଜର ପିନ୍ଧିଥିଲେ। ପାଣିରେ ଗାଧୋଇବା ପରେ ସେ କୂଳକୁ ଫେରି ନିଜର ପୋଷାକ ବଦଳାଇଥିଲେ। ସମୁଦ୍ର ଭିତରେ ରାହୁଲ ପହଁରୁ ଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

କେରଳ ଗସ୍ତରେ ଥିବା ରାହୁଲ ପ୍ରାୟ ଅଢ଼େଇ ଘଣ୍ଟା କାଳ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗାରେ ସମୟ ବିତାଇଥିଲେ। ଏହି ସମୟରେ ମତ୍ସ୍ୟଜୀବୀ ମାନେ ରାନ୍ଧିଥିବା ମାଛ ତରକାରୀ ମଧ୍ୟ ଖାଇଥିଲେ। ଜଣେ କଂଗ୍ରେସ କାର୍ଯ୍ଯକର୍ତ୍ତା କହିଛନ୍ତି, ରାହୁଲ ହଠାତ୍‌ ପାଣିକୁ ଡେଇଁବା ଦେଖି ଆମେ ଆଶ୍ଚର୍ଯ୍ଯ ହୋଇଯାଇଥିଲୁ। ସେ ପାଣିକୁ ଡେଇଁବେ ବୋଲି ଆମକୁ ମଧ୍ୟ ଜଣା ନଥିଲା। ସେ ୧୦ ମିନିଟ୍‌ ପାଣି ଭିତରେ ରହିଥିଲେ। ସେ ପହଁରା ଭଲ ଭାବେ ଜାଣିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର