ଆଫଗାନିସ୍ତାନ ସ୍ଥିତିକୁ ନେଇ ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଫେରିବା ପରେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ମଧ୍ୟ ପଡିବା ଆରମ୍ଭ ହୋଇଛି । ଭାରତରେ ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ ପର୍ୟ୍ୟନ୍ତ ଏବେ ସବୁ କିଛି ଉପରେ ଧିରେ ଧିରେ ତାଲିବାନ୍ ଶାସନର ପ୍ରଭାବ ପଡୁଛି । ଏହାସହିତ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଆଫିଗାନିସ୍ତାନ ଏବେ ଭାରତ ପାଇଁ ମହାସଙ୍କଟ ପାଲଟିଛି । In view of developments in Afghanistan, PM @narendramodi has […]

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଫେରିବା ପରେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ମଧ୍ୟ ପଡିବା ଆରମ୍ଭ ହୋଇଛି । ଭାରତରେ ରାଜନୀତି ଠାରୁ ଆରମ୍ଭ କରି ବ୍ୟବସାୟ ପର୍ୟ୍ୟନ୍ତ ଏବେ ସବୁ କିଛି ଉପରେ ଧିରେ ଧିରେ ତାଲିବାନ୍ ଶାସନର ପ୍ରଭାବ ପଡୁଛି । ଏହାସହିତ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଆଫିଗାନିସ୍ତାନ ଏବେ ଭାରତ ପାଇଁ ମହାସଙ୍କଟ ପାଲଟିଛି ।

ଆହୁରି ପଢ଼ନ୍ତୁ: ମିରଟ୍ 'ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ': ରାୟ ଶୁଣାଇବେ କୋର୍ଟ, ପତ୍ନୀ ମୁସ୍କାନ୍ ଓ ପ୍ରେମିକ ସାହିଲ୍‌ଙ୍କୁ ଫାଶୀ ଦେବାକୁ ପରିବାରର ଦାବି


ଅନ୍ୟପଟେ ଏବେବି ହଜାର ହଜାର ଭାରତୀୟ ଆଫଗାନିସ୍ତାନରେ ଫଶି ରହିଛନ୍ତି । ସେମାନଙ୍କୁ ପୁଣି ଭାରତ ଫେରାଇ ଆଣିବା ଏବେ ଭାରତ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆଫଗାନିସ୍ତାନରେ ଏଭଳି ସଙ୍କଟକୁ ନେଇ ଆସନ୍ତା ଅଗଷ୍ଟ ୨୬ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ବୋଲି ସୂତ୍ରରୁ ସୂଚନା ମିଳିଛି । ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଡକାଯାଇଥିବା ବେଳେ ଏନେଇ ଆଜି ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର