ୟୁକ୍ରେନ ସଂଘର୍ଷ – ୱାଗନେର ବିଦ୍ରୋହ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା

The Sakala Picture
Published On

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ ଯୋଗେ ୟୁକ୍ରେନ୍‌ର ସ୍ଥିତି ଏବଂ ମସ୍କୋ କିପରି ସଶସ୍ତ୍ର  ବିଦ୍ରୋହର ସମାଧାନ କରିଛି ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି କଥାବର୍ତ୍ତା ବେଳେ ୟୁକ୍ରେନ ଯୁଦ୍ଧା ଏବଂ ୱାଗନର ବିଦ୍ରୋହ ଉପରେ ଚର୍ଚ୍ଚା କରିଥିଲେ । କ୍ରେମଲିନ୍ ପ୍ରେସ କହିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ ଯୋଗେ […]

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ ଯୋଗେ ୟୁକ୍ରେନ୍‌ର ସ୍ଥିତି ଏବଂ ମସ୍କୋ କିପରି ସଶସ୍ତ୍ର  ବିଦ୍ରୋହର ସମାଧାନ କରିଛି ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି କଥାବର୍ତ୍ତା ବେଳେ ୟୁକ୍ରେନ ଯୁଦ୍ଧା ଏବଂ ୱାଗନର ବିଦ୍ରୋହ ଉପରେ ଚର୍ଚ୍ଚା କରିଥିଲେ । କ୍ରେମଲିନ୍ ପ୍ରେସ କହିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ ଯୋଗେ କଥା ହୋଇଛନ୍ତି ଏବଂ ୟୁକ୍ରେନ ସଂଘର୍ଷ ପରେ ବିଚାରର ଆଦାନ-ପ୍ରଦାନ କରି ଦ୍ୱିପାକ୍ଷିକ ରଣନୈତିକ ବୁଝାମଣାକୁ ଅଧିକ ମଜଭୁତ କରିବା ନେଇ ନିଜ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏସସିଓ ଶିଖର ସମ୍ମିଳନୀ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଗତ ଜୁନ୍‌ ୨୪ ତାରିଖରେ ରୁଷରେ ଘଟିଥିବା ସଶସ୍ତ୍ର ବିଦ୍ରୋହ ଘଟଣା ସଂକ୍ରାନ୍ତରେ ନରେନ୍ଦ୍ର ମୋଦୀ ଆଇନ ଶୃଙ୍ଖଳା ରକ୍ଷା, ଦେଶରେ ସ୍ଥିରତା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରୁଷୀୟ ନେତୃତ୍ୱଙ୍କ ନିର୍ଣ୍ଣାୟକ ପଦକ୍ଷେପକୁ ବୁଝିବା ପରେ ଏହାକୁ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

30 Jun 2023 By The Sakala

ୟୁକ୍ରେନ ସଂଘର୍ଷ – ୱାଗନେର ବିଦ୍ରୋହ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ ଯୋଗେ ୟୁକ୍ରେନ୍‌ର ସ୍ଥିତି ଏବଂ ମସ୍କୋ କିପରି ସଶସ୍ତ୍ର  ବିଦ୍ରୋହର ସମାଧାନ କରିଛି ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି କଥାବର୍ତ୍ତା ବେଳେ ୟୁକ୍ରେନ ଯୁଦ୍ଧା ଏବଂ ୱାଗନର ବିଦ୍ରୋହ ଉପରେ ଚର୍ଚ୍ଚା କରିଥିଲେ । କ୍ରେମଲିନ୍ ପ୍ରେସ କହିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ ଯୋଗେ କଥା ହୋଇଛନ୍ତି ଏବଂ ୟୁକ୍ରେନ ସଂଘର୍ଷ ପରେ ବିଚାରର ଆଦାନ-ପ୍ରଦାନ କରି ଦ୍ୱିପାକ୍ଷିକ ରଣନୈତିକ ବୁଝାମଣାକୁ ଅଧିକ ମଜଭୁତ କରିବା ନେଇ ନିଜ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏସସିଓ ଶିଖର ସମ୍ମିଳନୀ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।

ଗତ ଜୁନ୍‌ ୨୪ ତାରିଖରେ ରୁଷରେ ଘଟିଥିବା ସଶସ୍ତ୍ର ବିଦ୍ରୋହ ଘଟଣା ସଂକ୍ରାନ୍ତରେ ନରେନ୍ଦ୍ର ମୋଦୀ ଆଇନ ଶୃଙ୍ଖଳା ରକ୍ଷା, ଦେଶରେ ସ୍ଥିରତା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରୁଷୀୟ ନେତୃତ୍ୱଙ୍କ ନିର୍ଣ୍ଣାୟକ ପଦକ୍ଷେପକୁ ବୁଝିବା ପରେ ଏହାକୁ ସମର୍ଥନ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର