ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ

The Sakala Picture
Published On

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତ ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି । ଆଜି ମଧ୍ୟ ରାତିରୁ ପେଟ୍ରୋଲର ଏହି ନୂଆ ଦର ଲାଗୁ ହେବ । ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସୂତ୍ରରୁ ପ୍ରାପ୍ତ ସୂଚନା […]

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତ ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି । ଆଜି ମଧ୍ୟ ରାତିରୁ ପେଟ୍ରୋଲର ଏହି ନୂଆ ଦର ଲାଗୁ ହେବ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ୧୦୩.୯୭ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଦର ୮୬.୬୭ରେ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର