ମୁମ୍ବାଇରେ ରେକର୍ଡ ସ୍ତରରେ ପେଟ୍ରୋଲ ଦର, ଲିଟର ପିଛା ୯୭ ଟଙ୍କା
ନୂଆଦିଲ୍ଲୀ: ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି। ଶନିବାର ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଡିଜେଲର ମୂଲ୍ୟ ୩୭ରୁ ୩୯ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୩୮ ରୁ ୩୯ ପଇସାକୁ ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୫୮ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୮୦.୯୭ ଟଙ୍କା ପହଞ୍ଚିଛି। ସେହିପରି ମୁମ୍ବଇରେ […]
ନୂଆଦିଲ୍ଲୀ: ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି। ଶନିବାର ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଡିଜେଲର ମୂଲ୍ୟ ୩୭ରୁ ୩୯ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୩୮ ରୁ ୩୯ ପଇସାକୁ ବୃଦ୍ଧି ପାଇଛି।
ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୦.୫୮ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୮୦.୯୭ ଟଙ୍କା ପହଞ୍ଚିଛି। ସେହିପରି ମୁମ୍ବଇରେ ପେଟ୍ରୋଲର ମୂଲ୍ୟ ୯୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୦୬ ଟଙ୍କାରେ ପହଞ୍ଚିଛି।

ଆଇଓସିଏଲରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ଡିଜେଲର ମୂଲ୍ୟ- ୮୦.୯୭ ଓ ପେଟ୍ରୋଲ ୯୦.୫୮ ଟଙ୍କା ।କଲକାତାରେ ଡିଜେଲର ମୂଲ୍ୟ-୮୪.୫୬ ଓ ପେଟ୍ରୋଲ ୯୧. ୭୮ ଟଙ୍କା ରହିଛି। ସେହିପରି ମୁମ୍ବଇରେ ଡିଜେଲର ମୂଲ୍ୟ- ୮୮.୦୬ ଓ ପେଟ୍ରୋଲ ୯୭ ଚଙ୍କା ରହିଛି । ଚେନ୍ନାଇରେ ଗୋଟିଏ ଲିଟର ଡିଜେଲର ମୂଲ୍ଯ ୮୫.୯୮ ରହିଥିବା ବେଳେ ପେଟ୍ରୋଲର ମୂଲ୍ୟ ୯୨.୫୯ ଟଙ୍କା ରହିଛି।
ଜାଣନ୍ତୁ ତୁମର ସହରରେ ମୂଲ୍ୟ କେତେ?
ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଜଝଚ ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଓଙଉଖ ୱେବସାଇଟରୁ ପାଇ ପାରିବେ।