ଗିନିଜ ୱାର୍ଲଡ ରେକର୍ଡ: ୭୦୦୦ ଛାତ୍ରଙ୍କୁ ନେଇ ମାନବ ତ୍ରିରଙ୍ଗା

The Sakala Picture
Published On

ଚଣ୍ଡିଗଡ: ରାତିପାହିଲେ ଅଗଷ୍ଟ ୧୫। ଦେଶ ପାଳନ କରିବ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ସ୍ବରୂପ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ନାନାଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ବିଶ୍ବସ୍ତରୀୟ ରେକର୍ଡ ପ୍ରତିଷ୍ଠା କରାଯାଇଛି। ଏଠାକାର ଏକ […]

ଚଣ୍ଡିଗଡ: ରାତିପାହିଲେ ଅଗଷ୍ଟ ୧୫। ଦେଶ ପାଳନ କରିବ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ସ୍ବରୂପ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ନାନାଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ବିଶ୍ବସ୍ତରୀୟ ରେକର୍ଡ ପ୍ରତିଷ୍ଠା କରାଯାଇଛି। ଏଠାକାର ଏକ ଷ୍ଟାଡିୟମରେ ମାନବ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଚଣ୍ଡିଗଡର ପ୍ରଶାସକ ୱାନବାରୀଲାଲ ପୁରୋହିତ ଏବଂ ଅଲିମ୍ପିଆନ ଯୋଗେଶ୍ୱର ଦତ୍ତ ଏମଆଇଡି ଫାଉଣ୍ଡେସନ ଏବଂ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଥÒଲେ। ଚଣ୍ଡିଗଡ ଛାତ୍ରଛାତ୍ରୀଙ୍କ ଏହି ଉପଲବ୍ଧିରେ ସମସ୍ତେ ବେଶ ଖୁସି ପ୍ରକାଶ କରିଥିଲେ। ଏହା ପୂର୍ବରୁ ୟୁଏଇ ୨୦୧୭ରେ ୪୧୩୦ ଜଣଙ୍କ ସହ ମାନବ ରାଷ୍ଟ୍ରୀୟ ପତାକାର ବିଶ୍ୱ ରେକର୍ଡ କରିଥିଲେ ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

14 Aug 2022 By The Sakala

ଗିନିଜ ୱାର୍ଲଡ ରେକର୍ଡ: ୭୦୦୦ ଛାତ୍ରଙ୍କୁ ନେଇ ମାନବ ତ୍ରିରଙ୍ଗା

ଚଣ୍ଡିଗଡ: ରାତିପାହିଲେ ଅଗଷ୍ଟ ୧୫। ଦେଶ ପାଳନ କରିବ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ସ୍ବରୂପ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ନାନାଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ବିଶ୍ବସ୍ତରୀୟ ରେକର୍ଡ ପ୍ରତିଷ୍ଠା କରାଯାଇଛି। ଏଠାକାର ଏକ ଷ୍ଟାଡିୟମରେ ମାନବ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଚଣ୍ଡିଗଡର ପ୍ରଶାସକ ୱାନବାରୀଲାଲ ପୁରୋହିତ ଏବଂ ଅଲିମ୍ପିଆନ ଯୋଗେଶ୍ୱର ଦତ୍ତ ଏମଆଇଡି ଫାଉଣ୍ଡେସନ ଏବଂ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଥÒଲେ। ଚଣ୍ଡିଗଡ ଛାତ୍ରଛାତ୍ରୀଙ୍କ ଏହି ଉପଲବ୍ଧିରେ ସମସ୍ତେ ବେଶ ଖୁସି ପ୍ରକାଶ କରିଥିଲେ। ଏହା ପୂର୍ବରୁ ୟୁଏଇ ୨୦୧୭ରେ ୪୧୩୦ ଜଣଙ୍କ ସହ ମାନବ ରାଷ୍ଟ୍ରୀୟ ପତାକାର ବିଶ୍ୱ ରେକର୍ଡ କରିଥିଲେ ।

https://www.thesakala.in/national-international/new-guinness-world-record-for-largest-human-formation-of-waving-national-flag/article-14120
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର