ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବାସ ନକଭି

The Sakala Picture
Published On

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବାସ ନକଭି । ରାଜ୍ୟସଭା ସାଂସଦ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ମଧ୍ୟ ତାଙ୍କୁ ଚଳିତ ଥର ରାଜ୍ୟସଭାକୁ ପଠାଇନି । କୁହାଯାଉଛି ଯେ ବିଜେପି ପକ୍ଷରୁ ବଡ ଦାୟିତ୍ୱ ମିଳିପାରେ । ସୂଚନାଯୋଗ୍ୟ ଗୁରୁବାର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ସମାପ୍ତ ହେଉଛି । ଏଥିରେ ମୁଖତାର ଅବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁର ଆରସିପି ସିଂହ […]

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବାସ ନକଭି । ରାଜ୍ୟସଭା ସାଂସଦ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ମଧ୍ୟ ତାଙ୍କୁ ଚଳିତ ଥର ରାଜ୍ୟସଭାକୁ ପଠାଇନି । କୁହାଯାଉଛି ଯେ ବିଜେପି ପକ୍ଷରୁ ବଡ ଦାୟିତ୍ୱ ମିଳିପାରେ । ସୂଚନାଯୋଗ୍ୟ ଗୁରୁବାର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ସମାପ୍ତ ହେଉଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଥିରେ ମୁଖତାର ଅବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁର ଆରସିପି ସିଂହ ସାମିଲ ଅଛନ୍ତି । ୬ ଜୁଲାଇ ପରେ ଏହି ଦୁଇ ନେତା କୌଣସି ବି ଗୃହର ସଦସ୍ୟ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନକଭି ଇସ୍ତଫା ଦେଇଥିବା । ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ରେସରେ ନକଭିଙ୍କ ନାଁ ମଧ୍ୟ ସାମିଲ ରହିଛି । ତାଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର