ମନୋରଞ୍ଜନ
ପରିବାର ଲୋକ ମଧ୍ଯ ଦେଲେନି ଭୋଟ୍: ଘରେ ଅଛନ୍ତି ୧୨ ସଦସ୍ୟ, ସରପଞ୍ଚ ପ୍ରାର୍ଥୀ ପାଇଲେ ଗୋଟିଏ ଭୋଟ୍
ଗାନ୍ଧିନଗର: ଗୁଜରାଟ ଭାପି ଜିଲ୍ଲାର ଚାରୱାଲା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ନିଜ ପରିବାର ଲୋକ ଧୋକା ଦେଇଛନ୍ତି। ସ୍ଥାନୀୟ ନିର୍ବାଚନରେ ସରପଞ୍ଚ ପଦ ଲାଗି ପ୍ରତିଦ୍ବନ୍ଦିତା କରୁଥିବା ସନ୍ତୋଷ ହାଲପାଟିଙ୍କୁ ମାତ୍ର ଗୋଟିଏ ଭୋଟ ମିଳିଛି। ଏହା ଜାଣିବା ପରେ ସନ୍ତୋଷଙ୍କ ହୃଦୟ ଭାଙ୍ଗିଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ତାଙ୍କ ପରିବାରରେ ୧୨ ଜଣ ସଦସ୍ୟ ଅଛନ୍ତି। କିନ୍ତୁ କେହି ତାଙ୍କୁ ଭୋଟ ଦେଇନଥିଲେ। ଫଳାଫଳ ଜାଣିବା ପରେ ସନ୍ତୋଷ ଭୋଟଗଣତି କେନ୍ଦ୍ରରେ […]
ଗାନ୍ଧିନଗର: ଗୁଜରାଟ ଭାପି ଜିଲ୍ଲାର ଚାରୱାଲା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ନିଜ ପରିବାର ଲୋକ ଧୋକା ଦେଇଛନ୍ତି। ସ୍ଥାନୀୟ ନିର୍ବାଚନରେ ସରପଞ୍ଚ ପଦ ଲାଗି ପ୍ରତିଦ୍ବନ୍ଦିତା କରୁଥିବା ସନ୍ତୋଷ ହାଲପାଟିଙ୍କୁ ମାତ୍ର ଗୋଟିଏ ଭୋଟ ମିଳିଛି। ଏହା ଜାଣିବା ପରେ ସନ୍ତୋଷଙ୍କ ହୃଦୟ ଭାଙ୍ଗିଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ତାଙ୍କ ପରିବାରରେ ୧୨ ଜଣ ସଦସ୍ୟ ଅଛନ୍ତି। କିନ୍ତୁ କେହି ତାଙ୍କୁ ଭୋଟ ଦେଇନଥିଲେ। ଫଳାଫଳ ଜାଣିବା ପରେ ସନ୍ତୋଷ ଭୋଟଗଣତି କେନ୍ଦ୍ରରେ ନିରାଶ ହୋଇ ବସି ପଡିଥିଲେ। ନିଜ ଲୋକ ଭୋଟ ନଦେବା ଘଟଣା ତାଙ୍କୁ ବ୍ୟଥ୍ କରିଛି। ସନ୍ତୋଷଙ୍କ ପତ୍ନୀ ମଧ୍ୟ ତାଙ୍କୁ ଭୋଟ ଦେଇନାହାନ୍ତି। ନିର୍ବାଚନରେ ହାରିଯାଇଥବାରୁ ଯେତିକି ଦୁଃଖ୍ତ ନୁହେଁ, ପରିବାର ଲୋକ ଭୋଟ ନଦେବାର ତାଠାରୁ ବେଶି ଆଘାତ ଦେଇଛି ବୋଲି ସନ୍ତୋଷ କହିଛନ୍ତି