୬ ମାସ ଯାଏଁ ମହିଳାଙ୍କ ଲୁଗା ସଫା କରିବ ଦୁଷ୍କର୍ମ ଅଭିଯୁକ୍ତ

The Sakala Picture
Published On

ପାଟନା : ବିହାରର ମଧୁବଣି ଜିଲ୍ଲାରେ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ସେଠାକାର ଅଦାଲତ ଯେଉଁ ଦଣ୍ଡାଦେଶ କରିଛନ୍ତି ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇପଡ଼ିବେ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ କୋର୍ଟ ତାକୁ ଜାମିନ ମଞ୍ଜୁର କରିଥିଲେ। ହେଲେ ଏଥିପାଇଁ ଦଣ୍ଡ ସ୍ବରୂପ ସର୍ତ୍ତ ରଖିଥିଲେ। ଅଭିଯୁକ୍ତ ଜଣକ ୬ ମାସ ପାଇଁ ତାଙ୍କ ଗ୍ରାମର ସମସ୍ତଙ୍କ ମହିଳାଙ୍କ ଲୁଗା ସଫା କରିବା ସହିତ ତାହାକୁ ଇସ୍ତ୍ରୀ ମଧ୍ୟ କରିବେ ବୋଲି କୋର୍ଟ କହିଥିଲେ। […]

ପାଟନା : ବିହାରର ମଧୁବଣି ଜିଲ୍ଲାରେ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ସେଠାକାର ଅଦାଲତ ଯେଉଁ ଦଣ୍ଡାଦେଶ କରିଛନ୍ତି ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇପଡ଼ିବେ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ କୋର୍ଟ ତାକୁ ଜାମିନ ମଞ୍ଜୁର କରିଥିଲେ। ହେଲେ ଏଥିପାଇଁ ଦଣ୍ଡ ସ୍ବରୂପ ସର୍ତ୍ତ ରଖିଥିଲେ। ଅଭିଯୁକ୍ତ ଜଣକ ୬ ମାସ ପାଇଁ ତାଙ୍କ ଗ୍ରାମର ସମସ୍ତଙ୍କ ମହିଳାଙ୍କ ଲୁଗା ସଫା କରିବା ସହିତ ତାହାକୁ ଇସ୍ତ୍ରୀ ମଧ୍ୟ କରିବେ ବୋଲି କୋର୍ଟ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ମଧୁବଣି ଜିଲ୍ଲାର ଝଞ୍ଜରପୁର ଅଞ୍ଚଳର ୨୦ ବର୍ଷୀୟ ଜଣେ ଧୋବା ଯୁବକ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ଅଭିଯୋଗରେ ଶୁକ୍ରବାର ଅଦାଲତ ତାକୁ ଜାମିନ ଦେଇ ଉପରୋକ୍ତ ଦଣ୍ଡ ବିଧାନ କରିଥିଲେ

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

25 Sep 2021 By The Sakala

୬ ମାସ ଯାଏଁ ମହିଳାଙ୍କ ଲୁଗା ସଫା କରିବ ଦୁଷ୍କର୍ମ ଅଭିଯୁକ୍ତ

ପାଟନା : ବିହାରର ମଧୁବଣି ଜିଲ୍ଲାରେ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ସେଠାକାର ଅଦାଲତ ଯେଉଁ ଦଣ୍ଡାଦେଶ କରିଛନ୍ତି ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇପଡ଼ିବେ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ କୋର୍ଟ ତାକୁ ଜାମିନ ମଞ୍ଜୁର କରିଥିଲେ। ହେଲେ ଏଥିପାଇଁ ଦଣ୍ଡ ସ୍ବରୂପ ସର୍ତ୍ତ ରଖିଥିଲେ। ଅଭିଯୁକ୍ତ ଜଣକ ୬ ମାସ ପାଇଁ ତାଙ୍କ ଗ୍ରାମର ସମସ୍ତଙ୍କ ମହିଳାଙ୍କ ଲୁଗା ସଫା କରିବା ସହିତ ତାହାକୁ ଇସ୍ତ୍ରୀ ମଧ୍ୟ କରିବେ ବୋଲି କୋର୍ଟ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ମଧୁବଣି ଜିଲ୍ଲାର ଝଞ୍ଜରପୁର ଅଞ୍ଚଳର ୨୦ ବର୍ଷୀୟ ଜଣେ ଧୋବା ଯୁବକ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ଅଭିଯୋଗରେ ଶୁକ୍ରବାର ଅଦାଲତ ତାକୁ ଜାମିନ ଦେଇ ଉପରୋକ୍ତ ଦଣ୍ଡ ବିଧାନ କରିଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର