ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ

The Sakala Picture
Published On

ଜୋହାନ୍ସବର୍ଗ : ଏକ ଠକେଇ ଓ ଜାଲିଆତି ମାମଲାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର (୩ କୋଟି ୨୨ ଲକ୍ଷ ୮୪ ହଜାର ଟଙ୍କା) ଠକିଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଅଦାଲତ ଏହି ମାମଲାରେ ଆଶିଷ ଲତାଙ୍କୁ […]

ଜୋହାନ୍ସବର୍ଗ : ଏକ ଠକେଇ ଓ ଜାଲିଆତି ମାମଲାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର (୩ କୋଟି ୨୨ ଲକ୍ଷ ୮୪ ହଜାର ଟଙ୍କା) ଠକିଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଅଦାଲତ ଏହି ମାମଲାରେ ଆଶିଷ ଲତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଲତା ହେଉଛନ୍ତି ଜଣାଶୁଣା ସମାଜବାଦୀ ନେତା ଇଲା ଗାନ୍ଧି ଓ ଦିବଙ୍ଗତ ମେ ରାମଗୋବିନଙ୍କ ଝିଅ ଡର୍ବାନ ସ୍ଥିତି ସ୍ବତନ୍ତ୍ର କମର୍ସିଆଲ କ୍ରାଇମ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବେଳେ ଏହି ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

09 Jun 2021 By The Sakala

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ

ଜୋହାନ୍ସବର୍ଗ : ଏକ ଠକେଇ ଓ ଜାଲିଆତି ମାମଲାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନ ସ୍ଥିତ ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଶିଷ ଲତା ସେଠାକାର ଜଣେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ୬ ମିଲିୟନ୍‌ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର (୩ କୋଟି ୨୨ ଲକ୍ଷ ୮୪ ହଜାର ଟଙ୍କା) ଠକିଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଅଦାଲତ ଏହି ମାମଲାରେ ଆଶିଷ ଲତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଲତା ହେଉଛନ୍ତି ଜଣାଶୁଣା ସମାଜବାଦୀ ନେତା ଇଲା ଗାନ୍ଧି ଓ ଦିବଙ୍ଗତ ମେ ରାମଗୋବିନଙ୍କ ଝିଅ ଡର୍ବାନ ସ୍ଥିତି ସ୍ବତନ୍ତ୍ର କମର୍ସିଆଲ କ୍ରାଇମ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ବେଳେ ଏହି ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ମଧ୍ୟ ଖାରଜ କରିଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର