ମଇଁଷି କ୍ଷୀର ନଦେବାରୁ ଗୁଣିଗାରେଡି ସନ୍ଦେହରେ ଥାନାରେ ଅଭିଯୋଗ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ରୋଚକ ପୂର୍ଣ୍ଣ ଘଟଣା।  ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେବାରୁ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିବା ଜଣାପଡ଼ିଛି। ଏହ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବାବୁଲାଲଙ୍କ ଅନୁଯାୟୀ ମଇଁଷି ଉପରେ କେହି ଗୁଣିଗାରେଡି କରିଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ । ଗାଁ ଲୋକଙ୍କ କଥାରେ […]

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ରୋଚକ ପୂର୍ଣ୍ଣ ଘଟଣା।  ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେବାରୁ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିବା ଜଣାପଡ଼ିଛି। ଏହ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ନଇମ୍ କାସିମ୍‌ଙ୍କ ପୁତୁରା ଅଲି ୟୁସୁଫ୍ ହର୍ଶି ନିହତ

ସୂଚନା ଅନୁଯାୟୀ, ବାବୁଲାଲଙ୍କ ଅନୁଯାୟୀ ମଇଁଷି ଉପରେ କେହି ଗୁଣିଗାରେଡି କରିଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ । ଗାଁ ଲୋକଙ୍କ କଥାରେ ବିଶ୍ୱାସ କରି ସେ ଥାନାରେ ଏତଲା ଦେବା ସହ ଦୀର୍ଘ ୪ ଘଣ୍ଟା ଧରି ପୋଲିସକୁ ଅନୁରୋଧ କରି ଘରକୁ ଫେରିଥିଲେ । ନୟାଗାଓଁ ବାସିନ୍ଦା ବାବୁଲାଲ ଯାତବ ଶନିବାର ଦିନ ଥାନାରେ ଅଭିଯୋଗ କରିଥିବା ନେଇ ସ୍ଥାନୀୟ ଡିଏସ୍‌ପି ଅରବିନ୍ଦ ଶାହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ନୟାଗାଓଁ ଥାନାଧିକାରୀ ସ୍ଥାନୀୟ ପଶୁ ଚିକିତ୍ସକଙ୍କୁ କହି ବାବୁଲାଲଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ରବିବାର ଦିନ ବାବୁଲାଲଙ୍କ ସହ ମିଶି ତାଙ୍କ ଗାଁ ଲୋକେ ପୁନର୍ବାର ଥାନାରେ ପହଞ୍ଚିଥିଲେ। ହେଲେ ଏଥର ଅଭିଯୋଗ ନୁହେଁ ବରଂ ମଇଁଷି କ୍ଷୀର ଦେବା ଆରମ୍ଭ କରିଛି ବୋଲି ଜଣାଇବାକୁ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡମ୍ପର-କାର୍ ଧକ୍କାରେ ୧୧ ମୃତ

14 Nov 2021 By The Sakala

ମଇଁଷି କ୍ଷୀର ନଦେବାରୁ ଗୁଣିଗାରେଡି ସନ୍ଦେହରେ ଥାନାରେ ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ରୋଚକ ପୂର୍ଣ୍ଣ ଘଟଣା।  ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେବାରୁ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିବା ଜଣାପଡ଼ିଛି। ଏହ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ବାବୁଲାଲଙ୍କ ଅନୁଯାୟୀ ମଇଁଷି ଉପରେ କେହି ଗୁଣିଗାରେଡି କରିଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ । ଗାଁ ଲୋକଙ୍କ କଥାରେ ବିଶ୍ୱାସ କରି ସେ ଥାନାରେ ଏତଲା ଦେବା ସହ ଦୀର୍ଘ ୪ ଘଣ୍ଟା ଧରି ପୋଲିସକୁ ଅନୁରୋଧ କରି ଘରକୁ ଫେରିଥିଲେ । ନୟାଗାଓଁ ବାସିନ୍ଦା ବାବୁଲାଲ ଯାତବ ଶନିବାର ଦିନ ଥାନାରେ ଅଭିଯୋଗ କରିଥିବା ନେଇ ସ୍ଥାନୀୟ ଡିଏସ୍‌ପି ଅରବିନ୍ଦ ଶାହ ସୂଚନା ଦେଇଛନ୍ତି।

ଅନ୍ୟପଟେ ନୟାଗାଓଁ ଥାନାଧିକାରୀ ସ୍ଥାନୀୟ ପଶୁ ଚିକିତ୍ସକଙ୍କୁ କହି ବାବୁଲାଲଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ରବିବାର ଦିନ ବାବୁଲାଲଙ୍କ ସହ ମିଶି ତାଙ୍କ ଗାଁ ଲୋକେ ପୁନର୍ବାର ଥାନାରେ ପହଞ୍ଚିଥିଲେ। ହେଲେ ଏଥର ଅଭିଯୋଗ ନୁହେଁ ବରଂ ମଇଁଷି କ୍ଷୀର ଦେବା ଆରମ୍ଭ କରିଛି ବୋଲି ଜଣାଇବାକୁ ପହଞ୍ଚିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର