ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ଯ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୬ ଟଙ୍କା ବୃଦ୍ଧିପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା । ସେହିଭଳି ମୁମ୍ବଇରେ ସଂପ୍ରତି କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ସୋମବାର ଦିନ ଘରୋଇ […]

ନୂଆଦିଲ୍ଲୀ: ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୬ ଟଙ୍କା ବୃଦ୍ଧିପାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସେହିଭଳି ମୁମ୍ବଇରେ ସଂପ୍ରତି କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ସୋମବାର ଦିନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର