କୁକୁରଙ୍କ ପାଇଁ ଉତ୍ସବ: ବିଶ୍ୱସ୍ତତା ପାଇଁ ତିଲକ ଲଗାଇ ଆରତୀ କରି ଦେଲେ ଧନ୍ୟବାଦ

The Sakala Picture
Published On

କାଠମାଣ୍ଡୁ: ନେପାଳରେ ୨୩ ଅକ୍ଟୋବରରୁ ଏକ ୫ ଦିନିଆ ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବରେ ୨ୟ ଦିନ କୁକୁରମାନଙ୍କ ପାଇଁ ରଖା ଯାଇଥିଲା। ଏହି ଦିନ କୁକୁରମାନଙ୍କୁ ସେମାନଙ୍କର ବିଶ୍ୱସ୍ତତା ପାଇଁ  ଦେବ ଦୂତ ଭାବରେ ପୂଜା କରାଯାଇଥିଲା । ଉତ୍ସବର ପ୍ରଥମ ଦିନ ହେଉଛି କାଗ ତିହାର। ଯେଉଁଥିରେ କାଉମାନଙ୍କ ପାଇଁ  ଛାତ ଉପରେ ଖାଇବା ରଖାଯାଇଥିଲା। କୁକୁର ଉତ୍ସବ ଦିନ ପ୍ରଥମେ କୁକୁରମାନଙ୍କୁ ତିଲକ, ମାଳା ଏବଂ ଆରତୀ କରାଯାଇଥିଲା। ପରେ […]

କାଠମାଣ୍ଡୁ: ନେପାଳରେ ୨୩ ଅକ୍ଟୋବରରୁ ଏକ ୫ ଦିନିଆ ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବରେ ୨ୟ ଦିନ କୁକୁରମାନଙ୍କ ପାଇଁ ରଖା ଯାଇଥିଲା। ଏହି ଦିନ କୁକୁରମାନଙ୍କୁ ସେମାନଙ୍କର ବିଶ୍ୱସ୍ତତା ପାଇଁ  ଦେବ ଦୂତ ଭାବରେ ପୂଜା କରାଯାଇଥିଲା । ଉତ୍ସବର ପ୍ରଥମ ଦିନ ହେଉଛି କାଗ ତିହାର। ଯେଉଁଥିରେ କାଉମାନଙ୍କ ପାଇଁ  ଛାତ ଉପରେ ଖାଇବା ରଖାଯାଇଥିଲା। କୁକୁର ଉତ୍ସବ ଦିନ ପ୍ରଥମେ କୁକୁରମାନଙ୍କୁ ତିଲକ, ମାଳା ଏବଂ ଆରତୀ କରାଯାଇଥିଲା। ପରେ ତାଙ୍କୁ ଖାଇବାକୁ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଇନଷ୍ଟାଗ୍ରାମ ହନିଟ୍ରାପ୍: ନାବାଳକକୁ ଅପହରଣ କରି ୧ କୋଟି ମାଗିଲେ ମହିଳା, ମାଷ୍ଟରମାଇଣ୍ଡ ବାହାରିଲା ନିଜ ସମ୍ପର୍କୀୟ ଭଣଜା

ନେପାଳ ପୁଲିସ ମଧ୍ୟ ସେମାନଙ୍କର ଡ଼ଗ ସ୍କ୍ବାର୍ଡ ସହିତ ଏହି ଉତ୍ସବ ପାଳନ କରିଥିଲେ। ନେପାଳ ପୁଲିସର କୈନାଇନ ଡିଭିଜନ୍ ମଧ୍ୟ କୁକୁରମାନଙ୍କୁ ସେମାନଙ୍କର ସେବା ଏବଂ ଅବଦାନ ପାଇଁ ସମ୍ମାନିତ କରିବା ପାଇଁ ବାର୍ଷିକ ଉତ୍ସବ ଆୟୋଜନ କରିଥିଲା । ମାମାଲା ସମାଧାନରେ ଭୂମିକାକୁ ଆଧାରରେ କୁକୁରମାନଙ୍କୁ ‘ଡଗ୍ ଅପ ଦ ଇୟର’ ଆଖ୍ୟା ଦିଆଯାଇଥିଲା। ଏଥିସହ କୁକୁରମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା ଯେଉଁମାନେ ଅପରାଧ ରହସ୍ୟର ସମାଧାନ, ପ୍ରମାଣ ସଂଗ୍ରହ, ସନ୍ଧାନ ତଥା ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ଏବଂ ଡ୍ରଗ୍ ଡିଲରମାନଙ୍କୁ ଧରିବାରେ ସେମାନଙ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍: ଲୋକସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, କଂଗ୍ରେସକୁ କଲେ ଟାର୍ଗେଟ୍

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

25 Oct 2022 By The Sakala

କୁକୁରଙ୍କ ପାଇଁ ଉତ୍ସବ: ବିଶ୍ୱସ୍ତତା ପାଇଁ ତିଲକ ଲଗାଇ ଆରତୀ କରି ଦେଲେ ଧନ୍ୟବାଦ

କାଠମାଣ୍ଡୁ: ନେପାଳରେ ୨୩ ଅକ୍ଟୋବରରୁ ଏକ ୫ ଦିନିଆ ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବରେ ୨ୟ ଦିନ କୁକୁରମାନଙ୍କ ପାଇଁ ରଖା ଯାଇଥିଲା। ଏହି ଦିନ କୁକୁରମାନଙ୍କୁ ସେମାନଙ୍କର ବିଶ୍ୱସ୍ତତା ପାଇଁ  ଦେବ ଦୂତ ଭାବରେ ପୂଜା କରାଯାଇଥିଲା । ଉତ୍ସବର ପ୍ରଥମ ଦିନ ହେଉଛି କାଗ ତିହାର। ଯେଉଁଥିରେ କାଉମାନଙ୍କ ପାଇଁ  ଛାତ ଉପରେ ଖାଇବା ରଖାଯାଇଥିଲା। କୁକୁର ଉତ୍ସବ ଦିନ ପ୍ରଥମେ କୁକୁରମାନଙ୍କୁ ତିଲକ, ମାଳା ଏବଂ ଆରତୀ କରାଯାଇଥିଲା। ପରେ ତାଙ୍କୁ ଖାଇବାକୁ ଦିଆଯାଇଥିଲା।

ନେପାଳ ପୁଲିସ ମଧ୍ୟ ସେମାନଙ୍କର ଡ଼ଗ ସ୍କ୍ବାର୍ଡ ସହିତ ଏହି ଉତ୍ସବ ପାଳନ କରିଥିଲେ। ନେପାଳ ପୁଲିସର କୈନାଇନ ଡିଭିଜନ୍ ମଧ୍ୟ କୁକୁରମାନଙ୍କୁ ସେମାନଙ୍କର ସେବା ଏବଂ ଅବଦାନ ପାଇଁ ସମ୍ମାନିତ କରିବା ପାଇଁ ବାର୍ଷିକ ଉତ୍ସବ ଆୟୋଜନ କରିଥିଲା । ମାମାଲା ସମାଧାନରେ ଭୂମିକାକୁ ଆଧାରରେ କୁକୁରମାନଙ୍କୁ ‘ଡଗ୍ ଅପ ଦ ଇୟର’ ଆଖ୍ୟା ଦିଆଯାଇଥିଲା। ଏଥିସହ କୁକୁରମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା ଯେଉଁମାନେ ଅପରାଧ ରହସ୍ୟର ସମାଧାନ, ପ୍ରମାଣ ସଂଗ୍ରହ, ସନ୍ଧାନ ତଥା ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ଏବଂ ଡ୍ରଗ୍ ଡିଲରମାନଙ୍କୁ ଧରିବାରେ ସେମାନଙ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର