ଖୁବ୍‌ ଶୀଘ୍ର ନୋଟ୍‌ରେ ରହିବ ରବିନ୍ଦ୍ରନାଥ ଠାକୁର, ଅବଦୁଲ କଲାମଙ୍କ ଫଟୋ

The Sakala Picture
Published On

ନୂଆଦିଲ୍ଲୀ: ଆଗକୁ ଖୁବ୍ ଶୀଘ୍ର ଆପଣ ନୋଟ୍ ଉପରେ ଦେଶର ଏକାଦଶତମ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମ ଏବଂ ରବୀନ୍ଦ୍ରନାଥ ଠାକୁର ଫଟୋ ଦେଖିପାରିବେ। ଅଦ୍ୟାବଧି କେବଳ ଭାରତୀୟ ମୁଦ୍ରା ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯାଇଛି। ଆଗକୁ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଠାକୁର ଏବଂ କଲାମଙ୍କ ଫଟୋ ଥିବା ନୋଟ୍ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) […]

ନୂଆଦିଲ୍ଲୀ: ଆଗକୁ ଖୁବ୍ ଶୀଘ୍ର ଆପଣ ନୋଟ୍ ଉପରେ ଦେଶର ଏକାଦଶତମ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମ ଏବଂ ରବୀନ୍ଦ୍ରନାଥ ଠାକୁର ଫଟୋ ଦେଖିପାରିବେ। ଅଦ୍ୟାବଧି କେବଳ ଭାରତୀୟ ମୁଦ୍ରା ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯାଇଛି। ଆଗକୁ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଠାକୁର ଏବଂ କଲାମଙ୍କ ଫଟୋ ଥିବା ନୋଟ୍ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନେକ ନୋଟ୍‌ରେ କଲାମ ଏବଂ ଠାକୁରଙ୍କ ୱାଟର ମାର୍କ ବ୍ୟବହାର କରିବାକୁ ଚିନ୍ତା କରୁଛି। ସୂଚନାନୁସାରେ, ଆରବିଆଇ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍‌ପିଏମ୍‌ସିଆଇଏଲ୍‌) ଆଇଆଇଟି-ଦିଲ୍ଲୀର ଏମିରେଟସ୍ ପ୍ରଫେସର ଦିଲୀପ ଟି ଶାହାଣୀଙ୍କ ନିକଟକୁ ଗାନ୍ଧୀ, ଠାକୁର ଏବଂ କଲାମଙ୍କ ୱାଟର ମାର୍କର ଦୁଇଟି ଭିନ୍ନ ନମୁନା ପଠାଇଛି। ତାଙ୍କୁ ଦୁଇଟି ସେଟ୍‌ରୁ ବାଛିବାକୁ ଏବଂ ସରକାରଙ୍କ ଚୂଡ଼ାନ୍ତ ବିଚାର ପାଇଁ ରଖିବାକୁ କୁହାଯାଇଛି। ୱାଟର ମାର୍କଗୁଡିକର ଅନୁସନ୍ଧାନ କରୁଥିବା ପ୍ରଫେସର ଶାହାଣୀ ହେଉଛନ୍ତି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଯନ୍ତ୍ରର ବିଶେଷଜ୍ଞ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

06 Jun 2022 By The Sakala

ଖୁବ୍‌ ଶୀଘ୍ର ନୋଟ୍‌ରେ ରହିବ ରବିନ୍ଦ୍ରନାଥ ଠାକୁର, ଅବଦୁଲ କଲାମଙ୍କ ଫଟୋ

ନୂଆଦିଲ୍ଲୀ: ଆଗକୁ ଖୁବ୍ ଶୀଘ୍ର ଆପଣ ନୋଟ୍ ଉପରେ ଦେଶର ଏକାଦଶତମ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମ ଏବଂ ରବୀନ୍ଦ୍ରନାଥ ଠାକୁର ଫଟୋ ଦେଖିପାରିବେ। ଅଦ୍ୟାବଧି କେବଳ ଭାରତୀୟ ମୁଦ୍ରା ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯାଇଛି। ଆଗକୁ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଠାକୁର ଏବଂ କଲାମଙ୍କ ଫଟୋ ଥିବା ନୋଟ୍ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନେକ ନୋଟ୍‌ରେ କଲାମ ଏବଂ ଠାକୁରଙ୍କ ୱାଟର ମାର୍କ ବ୍ୟବହାର କରିବାକୁ ଚିନ୍ତା କରୁଛି। ସୂଚନାନୁସାରେ, ଆରବିଆଇ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍‌ପିଏମ୍‌ସିଆଇଏଲ୍‌) ଆଇଆଇଟି-ଦିଲ୍ଲୀର ଏମିରେଟସ୍ ପ୍ରଫେସର ଦିଲୀପ ଟି ଶାହାଣୀଙ୍କ ନିକଟକୁ ଗାନ୍ଧୀ, ଠାକୁର ଏବଂ କଲାମଙ୍କ ୱାଟର ମାର୍କର ଦୁଇଟି ଭିନ୍ନ ନମୁନା ପଠାଇଛି। ତାଙ୍କୁ ଦୁଇଟି ସେଟ୍‌ରୁ ବାଛିବାକୁ ଏବଂ ସରକାରଙ୍କ ଚୂଡ଼ାନ୍ତ ବିଚାର ପାଇଁ ରଖିବାକୁ କୁହାଯାଇଛି। ୱାଟର ମାର୍କଗୁଡିକର ଅନୁସନ୍ଧାନ କରୁଥିବା ପ୍ରଫେସର ଶାହାଣୀ ହେଉଛନ୍ତି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଯନ୍ତ୍ରର ବିଶେଷଜ୍ଞ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର