ଜୁନ୍‌ ୪ରେ ହେବ JEE ଆଡଭାନ୍ସଡ୍‌ ପରୀକ୍ଷା, ମେ’ ୭ ଯାଏଁ ହେବ ପଞ୍ଜୀକରଣ

The Sakala Picture
Published On

ଭୁବନେଶ୍ୱର : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସଡ ପାଇଁ ପଞ୍ଜୀକରଣ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ’ ୭ତାରିଖ ଯାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ । ୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନଟିଏ ପକ୍ଷରୁ ଜେଇଇ ଆଡଭାନଡ୍‌ର […]

ଭୁବନେଶ୍ୱର : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସଡ ପାଇଁ ପଞ୍ଜୀକରଣ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ’ ୭ତାରିଖ ଯାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ । ୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ଏନଟିଏ ପକ୍ଷରୁ ଜେଇଇ ଆଡଭାନଡ୍‌ର ସର୍ବନିମ୍ବ କଟଅଫ୍‌ ମଧ୍ୟ ପ୍ରକାଶ ପାଇଛି । ଜେଇଇ ଆଡଭାନ୍ସ ପାଇଁ ସାଧାରଣ ବର୍ଗର କଟଅଫ୍‌ ୯୦.୭୭୮୯ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌) ବର୍ଗର କଟଅଫ୍‌ ୭୫.୬୨୨୯ ପର୍ସେଣ୍ଟାଇଲ୍‌ ରହିଥିବାବେଳେ ଓବିସି ବର୍ଗରେ ୭୩.୬୧୧୪, ଅନୁସୂଚିତ ଜାତି-୫୧.୯୭୭୬, ଅନୁସୂଚିତ ଜନଜାତି- ୩୭.୨୩୪୮ ପର୍ସେଣ୍ଟାଇଲ୍‌ ନମ୍ବର ରହିଛି । ଅଢେ଼ଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଏନଟିଏ ଦର୍ଶାଇଛି । ଛାତ୍ରଛାତ୍ରୀ https://jeeadv.nic.in ମାଧ୍ୟମରେ ଜେଇ ଆଡଭାନ୍ସଡ୍‌ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

01 May 2023 By The Sakala

ଜୁନ୍‌ ୪ରେ ହେବ JEE ଆଡଭାନ୍ସଡ୍‌ ପରୀକ୍ଷା, ମେ’ ୭ ଯାଏଁ ହେବ ପଞ୍ଜୀକରଣ

ଭୁବନେଶ୍ୱର : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସଡ ପାଇଁ ପଞ୍ଜୀକରଣ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ’ ୭ତାରିଖ ଯାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ । ୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଏନଟିଏ ପକ୍ଷରୁ ଜେଇଇ ଆଡଭାନଡ୍‌ର ସର୍ବନିମ୍ବ କଟଅଫ୍‌ ମଧ୍ୟ ପ୍ରକାଶ ପାଇଛି । ଜେଇଇ ଆଡଭାନ୍ସ ପାଇଁ ସାଧାରଣ ବର୍ଗର କଟଅଫ୍‌ ୯୦.୭୭୮୯ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌) ବର୍ଗର କଟଅଫ୍‌ ୭୫.୬୨୨୯ ପର୍ସେଣ୍ଟାଇଲ୍‌ ରହିଥିବାବେଳେ ଓବିସି ବର୍ଗରେ ୭୩.୬୧୧୪, ଅନୁସୂଚିତ ଜାତି-୫୧.୯୭୭୬, ଅନୁସୂଚିତ ଜନଜାତି- ୩୭.୨୩୪୮ ପର୍ସେଣ୍ଟାଇଲ୍‌ ନମ୍ବର ରହିଛି । ଅଢେ଼ଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଏନଟିଏ ଦର୍ଶାଇଛି । ଛାତ୍ରଛାତ୍ରୀ https://jeeadv.nic.in ମାଧ୍ୟମରେ ଜେଇ ଆଡଭାନ୍ସଡ୍‌ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର