ଜମ୍ମୁ-କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିବାନ ପ୍ରେମ

The Sakala Picture
Published On

ଶ୍ରୀନଗର : ଜମ୍ମୁ-କାଶ୍ମୀର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଲିବାନ ସରକାରକୁ ସମର୍ଥନ ଦେଇଛନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଏବେ ତାଲିବାନ ବାସ୍ତବତାରେ ପରିଣତ ହୋଇଛି। ଏହା ବୁଝିବା ଉଚିତ୍। ତାଲିବାନ ଆଫଗାନରେ ସରିଆ ଆଇନ ଅନୁଯାୟୀ ସରକାର ଚଲାଇବା ଉଚିତ। ତେବେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ତାଲିବାନ ପ୍ରତି ମହିଳାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ମେହବୁବାଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରାଯାଉଛି। ତାଲିବାନ ସରକାରରେ ମହିଳାଙ୍କୁ କିପରି ସମ୍ମାନ ଦିଆଯାଉଛି ତାହା […]

ଶ୍ରୀନଗର : ଜମ୍ମୁ-କାଶ୍ମୀର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଲିବାନ ସରକାରକୁ ସମର୍ଥନ ଦେଇଛନ୍ତି। ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଏବେ ତାଲିବାନ ବାସ୍ତବତାରେ ପରିଣତ ହୋଇଛି। ଏହା ବୁଝିବା ଉଚିତ୍। ତାଲିବାନ ଆଫଗାନରେ ସରିଆ ଆଇନ ଅନୁଯାୟୀ ସରକାର ଚଲାଇବା ଉଚିତ। ତେବେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ତାଲିବାନ ପ୍ରତି ମହିଳାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ମେହବୁବାଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରାଯାଉଛି। ତାଲିବାନ ସରକାରରେ ମହିଳାଙ୍କୁ କିପରି ସମ୍ମାନ ଦିଆଯାଉଛି ତାହା ସାରା ବିଶ୍ବ ଦେଖୁଛି ବୋଲି ବ୍ୟବହାରକାରୀ କହିଛନ୍ତି। ଅନ୍ୟ କିଛି ମେହବୁବାଙ୍କୁ ଆଫଗାନ ପଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ତାଲିବାନ ଭଲଭାବେ ସରକାର ଚଲାଇବ ଏବଂ ଇସଲାମିକ ସିଦ୍ଧାନ୍ତକୁ ପାଳନ କରିବ ବୋଲି ଆଶା କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର