ବାଂଲାଦେଶରେ ଅନୁପ୍ରବେଶ ଉଦ୍ୟମ: ଡ୍ରୋନ୍‌ ଆକ୍ରମଣରେ ୨୦୦ ରୋହିଙ୍ଗ୍ୟା ମୃତ

The Sakala Picture
Published On

ବ୍ୟାଙ୍କକ: ମ୍ୟାଁମାରରେ ସାମିରକ ଶାସନ ଜାରି ରହିଛି। ସେନା ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖିଥିବାବେଳେ ପଡ଼ୋଶୀ ଦେଶ ବାଂଲାଦେଶରେ ବିଦ୍ରୋହ ଯୋଗୁଁ ସରକାର ଭାଙ୍ଗି ଯାଇଛି। ନୂଆ ସରକାର ଗଠନ ପରେ ମ୍ୟାଁମାରରୁ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ଯିବାକୁ ସୀମାରେ ଠୁଳ ହୋଇଛନ୍ତି। ଅନୁପ୍ରବେଶ ଉଦ୍ୟମ କରୁଥିବା ସମୟରେ ସୀମାରେ ରବିବାର ଡ୍ରୋନ ଆକ୍ରମଣ ହୋଇଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ୨୦୦ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ହୋଇଛି। ସୀମାରେ ମୃତଦେହ ଗଦା ହୋଇ ରହିଛି। […]

ବ୍ୟାଙ୍କକ: ମ୍ୟାଁମାରରେ ସାମିରକ ଶାସନ ଜାରି ରହିଛି। ସେନା ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖିଥିବାବେଳେ ପଡ଼ୋଶୀ ଦେଶ ବାଂଲାଦେଶରେ ବିଦ୍ରୋହ ଯୋଗୁଁ ସରକାର ଭାଙ୍ଗି ଯାଇଛି। ନୂଆ ସରକାର ଗଠନ ପରେ ମ୍ୟାଁମାରରୁ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ଯିବାକୁ ସୀମାରେ ଠୁଳ ହୋଇଛନ୍ତି। ଅନୁପ୍ରବେଶ ଉଦ୍ୟମ କରୁଥିବା ସମୟରେ ସୀମାରେ ରବିବାର ଡ୍ରୋନ ଆକ୍ରମଣ ହୋଇଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ୨୦୦ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ହୋଇଛି। ସୀମାରେ ମୃତଦେହ ଗଦା ହୋଇ ରହିଛି। ଲୋକେ ମୃତଦେହ ମଧ୍ୟରୁ ଜୀବନ ଖୋଜୁଛନ୍ତି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହାର କରୁଣ ଚିତ୍ର ଭାଇରାଲ ହେବାରେ ଲାଗିଛି। କାଦୁଅ ମଧ୍ୟରେ ମୃତଦେହ ପଡ଼ି ରହିଥିବା ଦେଖାଯାଉଛି। ସେମାନଙ୍କ ସୁଟ୍‌କେସ ଏବଂ ଅନ୍ୟ ଆସବାବପତ୍ର ଚାରିଆଡେ ବିଛେଇ ହୋଇ ପଡ଼ିଛି।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଏଭଳି ଘାତକ ଆକ୍ରମଣ ପାଇଁ ମ୍ୟାଁମାର ସେନାକୁ ଦାୟୀ କରାଯାଉଛି। ମାତ୍ର ସେନା ଅଭିଯୋଗକୁ ଖଣ୍ଡନ କରିଦେଇଛି। ଏହି ଆକ୍ରମଣକୁ ନେଇ ତିନି ପ୍ରତ୍ୟକ୍ଷଦର୍ଶୀ ଅରକାନ ଆର୍ମୀକୁ ଦୋଷ ଦେଇଛନ୍ତି। ମାତ୍ର ସେନା ଏବଂ ବିଦ୍ରୋହୀ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। ମୌଙ୍ଗଦାୱ ସହର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ରଏଟର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

12 Aug 2024 By The Sakala

ବାଂଲାଦେଶରେ ଅନୁପ୍ରବେଶ ଉଦ୍ୟମ: ଡ୍ରୋନ୍‌ ଆକ୍ରମଣରେ ୨୦୦ ରୋହିଙ୍ଗ୍ୟା ମୃତ

ବ୍ୟାଙ୍କକ: ମ୍ୟାଁମାରରେ ସାମିରକ ଶାସନ ଜାରି ରହିଛି। ସେନା ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖିଥିବାବେଳେ ପଡ଼ୋଶୀ ଦେଶ ବାଂଲାଦେଶରେ ବିଦ୍ରୋହ ଯୋଗୁଁ ସରକାର ଭାଙ୍ଗି ଯାଇଛି। ନୂଆ ସରକାର ଗଠନ ପରେ ମ୍ୟାଁମାରରୁ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ଯିବାକୁ ସୀମାରେ ଠୁଳ ହୋଇଛନ୍ତି। ଅନୁପ୍ରବେଶ ଉଦ୍ୟମ କରୁଥିବା ସମୟରେ ସୀମାରେ ରବିବାର ଡ୍ରୋନ ଆକ୍ରମଣ ହୋଇଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ୨୦୦ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ହୋଇଛି। ସୀମାରେ ମୃତଦେହ ଗଦା ହୋଇ ରହିଛି। ଲୋକେ ମୃତଦେହ ମଧ୍ୟରୁ ଜୀବନ ଖୋଜୁଛନ୍ତି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହାର କରୁଣ ଚିତ୍ର ଭାଇରାଲ ହେବାରେ ଲାଗିଛି। କାଦୁଅ ମଧ୍ୟରେ ମୃତଦେହ ପଡ଼ି ରହିଥିବା ଦେଖାଯାଉଛି। ସେମାନଙ୍କ ସୁଟ୍‌କେସ ଏବଂ ଅନ୍ୟ ଆସବାବପତ୍ର ଚାରିଆଡେ ବିଛେଇ ହୋଇ ପଡ଼ିଛି।

ଏଭଳି ଘାତକ ଆକ୍ରମଣ ପାଇଁ ମ୍ୟାଁମାର ସେନାକୁ ଦାୟୀ କରାଯାଉଛି। ମାତ୍ର ସେନା ଅଭିଯୋଗକୁ ଖଣ୍ଡନ କରିଦେଇଛି। ଏହି ଆକ୍ରମଣକୁ ନେଇ ତିନି ପ୍ରତ୍ୟକ୍ଷଦର୍ଶୀ ଅରକାନ ଆର୍ମୀକୁ ଦୋଷ ଦେଇଛନ୍ତି। ମାତ୍ର ସେନା ଏବଂ ବିଦ୍ରୋହୀ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। ମୌଙ୍ଗଦାୱ ସହର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ରଏଟର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର