ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି । ଭାରତରେ ଦୈନିକ ପଜିଟିଭ୍ ହାର ପାଖାପାଖି ୨୦ ପ୍ରତିଶତ ହେଲାଣି । ସଂକ୍ରମଣ ହାର ୧୬ ପ୍ରତିଶତରୁ ବଢ଼ି ଆଜି ୧୯.୫ ପ୍ରତିଶତ ହୋଇଛି । ସେହିପରି ସାପ୍ତାହିକ ପଜିଟିଭ୍ ହାର ରହିଛି ୧୭.୭୫ ପ୍ରତିଶତ । ୨୪ ଘଣ୍ଟାରେ କରୋନା ଆଉ […]

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି । ଭାରତରେ ଦୈନିକ ପଜିଟିଭ୍ ହାର ପାଖାପାଖି ୨୦ ପ୍ରତିଶତ ହେଲାଣି । ସଂକ୍ରମଣ ହାର ୧୬ ପ୍ରତିଶତରୁ ବଢ଼ି ଆଜି ୧୯.୫ ପ୍ରତିଶତ ହୋଇଛି । ସେହିପରି ସାପ୍ତାହିକ ପଜିଟିଭ୍ ହାର ରହିଛି ୧୭.୭୫ ପ୍ରତିଶତ । ୨୪ ଘଣ୍ଟାରେ କରୋନା ଆଉ ୫୭୩ ଆକ୍ରାନ୍ତଙ୍କ ଜୀବନ ନେଇଛି । ସେହିପରି ଏହି ସମୟରେ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬ହଜାର ୩୫୭ ସଂକ୍ରମିତ । ଏବେ ଦେଶରେ ମୋଟ୍ ୨୨ଲକ୍ଷ ୨ହଜାର ୪୭୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ସଂକ୍ରମିତଙ୍କର ୫.୪୬ ପ୍ରତିଶତ ।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର