ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୩୬୨୩କୁ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୩୬୨୩କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୫୧୩ ଓ କର୍ଣ୍ଣାଟକରେ ୪୪୧  ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜସ୍ଥାନ-୩୭୩, କେରଳ- ୩୩୩, ଗୁଜୁରାଟ-୨୦୪ , ତାମିଲନାଡୁ- ୧୮୫, ତେଲେଙ୍ଗନା-୧୨୩, ଉତ୍ତର ପ୍ରଦେଶ- ୧୧୩, , ଓଡ଼ିଶା- ୭୫, ଆନ୍ଧ୍ରପ୍ରଦେଶ -୨୮, ପଞ୍ଜାବ-୨୭, ପଶ୍ଚିମବଙ୍ଗ- ୨୭ , ଗୋଆ- ୧୯, ଧ୍ୟପ୍ରଦେଶରେ- ୯, ଆସାମ-୯, ଉତ୍ତରାଖଣ୍ଡ- ୮, […]

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୩୬୨୩କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୫୧୩ ଓ କର୍ଣ୍ଣାଟକରେ ୪୪୧  ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ସ୍ଲିପର ବସ୍ ଭିତରେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ଆହୁରି ପଢ଼ନ୍ତୁ: ଲାରାକ୍ ଦ୍ୱୀପରେ ଆମେରିକାର ଆକ୍ରମଣ ପରେ ଇରାନର ପ୍ରତିଶୋଧ: ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ମିସାଇଲ ମାଡ଼

ଏଥିସହିତ ରାଜସ୍ଥାନ-୩୭୩, କେରଳ- ୩୩୩, ଗୁଜୁରାଟ-୨୦୪ , ତାମିଲନାଡୁ- ୧୮୫, ତେଲେଙ୍ଗନା-୧୨୩, ଉତ୍ତର ପ୍ରଦେଶ- ୧୧୩, , ଓଡ଼ିଶା- ୭୫, ଆନ୍ଧ୍ରପ୍ରଦେଶ -୨୮, ପଞ୍ଜାବ-୨୭, ପଶ୍ଚିମବଙ୍ଗ- ୨୭ , ଗୋଆ- ୧୯, ଧ୍ୟପ୍ରଦେଶରେ- ୯, ଆସାମ-୯, ଉତ୍ତରାଖଣ୍ଡ- ୮, ମେଘାଳୟ- ୪, ,ଆଣ୍ଡାମାନ ନିକୋବର- ୩, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ପୁଡୁଚେରୀରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବ ବେଳ ଛତିଶଗଡ, ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୦୯ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର