ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ

Deviprasad Mohanty Picture
Published On

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରୋଲକ ଘଟିଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁରର  ଦେବରରେ ପରଲୋକ ହୋଇଥିବା ଜଣାପଡିଛି । ଶିବରାଜ ପାଟିଲ ଚାକୁରକର ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ। କିଛି ଦିନ ହେବ ସେ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିକର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ । ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ଚାକୁରକର ମରାଠବାଡାର ଲାତୁରର ସାଂସଦ ଥିଲେ। ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ବାର ଲୋକସଭା ମଧ୍ୟ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ଖବର ଅନୁଯାୟୀ, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

12 Dec 2025 By Deviprasad Mohanty

ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରୋଲକ ଘଟିଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁରର  ଦେବରରେ ପରଲୋକ ହୋଇଥିବା ଜଣାପଡିଛି । ଶିବରାଜ ପାଟିଲ ଚାକୁରକର ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ। କିଛି ଦିନ ହେବ ସେ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି ।

ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିକର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ । ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ଚାକୁରକର ମରାଠବାଡାର ଲାତୁରର ସାଂସଦ ଥିଲେ। ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ବାର ଲୋକସଭା ମଧ୍ୟ ଯାଇଛନ୍ତି ।

ଖବର ଅନୁଯାୟୀ, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

https://www.thesakala.in/national-international/former-union-minister-shivraj-patil-passes-away/article-43534
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର