ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ: ଭାରତରୁ ମଶାରି କିଣିବ ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଭାରତରୁ ମଶାରି କିଣିବ ପାକିସ୍ତାନ। ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ ।  ଏଥିପାଇଁ ଭାରତରୁ ପ୍ରାୟ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରୁ ୬୦ ଲକ୍ଷ ମଶାରୀ କିଣିବାକୁ ଅନୁମୋଦନ କରିଛି। ଆଉ ଆସନ୍ତା ମାସ ସୁଦ୍ଧା ଏସବୁ ମଶାରୀ ୱାଘା ସୀମା ଦେଇ ପାକିସ୍ତାନକୁ ଯିବ ବୋଲି ଆଶା କରାଯାଉଛି। ପାକିସ୍ତାନରେ ବର୍ଷା ଓ ପ୍ରବଳ ବନ୍ୟା ଯୋଗୁଁ ୧୭୦୦ରୁ […]

ନୂଆଦିଲ୍ଲୀ: ଭାରତରୁ ମଶାରି କିଣିବ ପାକିସ୍ତାନ। ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ ।  ଏଥିପାଇଁ ଭାରତରୁ ପ୍ରାୟ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରୁ ୬୦ ଲକ୍ଷ ମଶାରୀ କିଣିବାକୁ ଅନୁମୋଦନ କରିଛି। ଆଉ ଆସନ୍ତା ମାସ ସୁଦ୍ଧା ଏସବୁ ମଶାରୀ ୱାଘା ସୀମା ଦେଇ ପାକିସ୍ତାନକୁ ଯିବ ବୋଲି ଆଶା କରାଯାଉଛି। ପାକିସ୍ତାନରେ ବର୍ଷା ଓ ପ୍ରବଳ ବନ୍ୟା ଯୋଗୁଁ ୧୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ କୋଟିରୁ ଅଧିକ ଲୋକ ବାସହୀନ ହୋଇପଡିଛନ୍ତି। ଆଉ ବନ୍ୟା ପରେ ସେପ୍ଟେମ୍ବରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା ଯେ ବନ୍ୟା ଯୋଗୁଁ ମ୍ୟାଲେରିଆ ଭଳି ରୋଗର ବୃଦ୍ଧି ଅନ୍ୟ ଏକ ବିପର୍ଯ୍ଯୟର କାରଣ ହୋଇପାରେ।

ଆହୁରି ପଢ଼ନ୍ତୁ: ଅପରେସନ୍ ସିନ୍ଦୂରର ପ୍ରଭାବ: ଭାରତର ପ୍ରତିରକ୍ଷା ବ୍ୟୟ ୮.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା, ସିପ୍ରି (SIPRI) ରିପୋର୍ଟ

ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଦେଶର ୩୨ ବନ୍ୟା ପ୍ରଭାବିତ ଜିଲ୍ଲାରେ ମ୍ୟାଲେରିଆ ଦ୍ରୁତ ଗତିରେ ବ୍ୟାପିଛି ଯେଉଁଠାରେ ହଜାର ହଜାର ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ମାସରେ ଭାରତରୁ ମଶାରୀ କିଣିବା ପାଇଁ ପଦକ୍ଷେପ ନେଇଥିଲା।

ଆହୁରି ପଢ଼ନ୍ତୁ: ତାମିଲନାଡୁର ପରବର୍ତ୍ତୀ 'ଏମଜିଆର' ହେବେ କି ବିଜୟ? ଏକ୍‌ଜିଟ୍‌ ପୋଲ୍‌ରୁ ମିଳୁଛି ବଡ଼ ସଙ୍କେତ

11 Oct 2022 By The Sakala

ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ: ଭାରତରୁ ମଶାରି କିଣିବ ପାକିସ୍ତାନ

ନୂଆଦିଲ୍ଲୀ: ଭାରତରୁ ମଶାରି କିଣିବ ପାକିସ୍ତାନ। ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ ।  ଏଥିପାଇଁ ଭାରତରୁ ପ୍ରାୟ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରୁ ୬୦ ଲକ୍ଷ ମଶାରୀ କିଣିବାକୁ ଅନୁମୋଦନ କରିଛି। ଆଉ ଆସନ୍ତା ମାସ ସୁଦ୍ଧା ଏସବୁ ମଶାରୀ ୱାଘା ସୀମା ଦେଇ ପାକିସ୍ତାନକୁ ଯିବ ବୋଲି ଆଶା କରାଯାଉଛି। ପାକିସ୍ତାନରେ ବର୍ଷା ଓ ପ୍ରବଳ ବନ୍ୟା ଯୋଗୁଁ ୧୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ କୋଟିରୁ ଅଧିକ ଲୋକ ବାସହୀନ ହୋଇପଡିଛନ୍ତି। ଆଉ ବନ୍ୟା ପରେ ସେପ୍ଟେମ୍ବରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା ଯେ ବନ୍ୟା ଯୋଗୁଁ ମ୍ୟାଲେରିଆ ଭଳି ରୋଗର ବୃଦ୍ଧି ଅନ୍ୟ ଏକ ବିପର୍ଯ୍ଯୟର କାରଣ ହୋଇପାରେ।

ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଦେଶର ୩୨ ବନ୍ୟା ପ୍ରଭାବିତ ଜିଲ୍ଲାରେ ମ୍ୟାଲେରିଆ ଦ୍ରୁତ ଗତିରେ ବ୍ୟାପିଛି ଯେଉଁଠାରେ ହଜାର ହଜାର ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ମାସରେ ଭାରତରୁ ମଶାରୀ କିଣିବା ପାଇଁ ପଦକ୍ଷେପ ନେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର