ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅଙ୍କୁ ବାନ୍ଧିଲା ଇଡି, ଜନ୍ମଦିନରେ ଉଠେଇ ନେଲା..

The Sakala Picture
Published On

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ଭୋର ସକାଳୁ ଭିଲାଇରେ ତାଙ୍କ ବାସଭବନରେ ଚଢାଉ କରିଥିଲା । ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଡି ଦଳ ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ପହଞ୍ଚିଥିଲା। ଇଡି ଦଳ ୩ ଟି ଗାଡ଼ିରେ ପହଞ୍ଚିଥିଲା […]

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ଭୋର ସକାଳୁ ଭିଲାଇରେ ତାଙ୍କ ବାସଭବନରେ ଚଢାଉ କରିଥିଲା ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଡି ଦଳ ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ପହଞ୍ଚିଥିଲା। ଇଡି ଦଳ ୩ ଟି ଗାଡ଼ିରେ ପହଞ୍ଚିଥିଲା ଏବଂ ସିଆରପିଏଫ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବର୍ତ୍ତମାନ ତାଙ୍କ ଘରେ ଇଡି ତଦନ୍ତ ଚାଲିଛି । ତେବେ ଆଜି ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଜନ୍ମଦିନ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

18 Jul 2025 By The Sakala

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅଙ୍କୁ ବାନ୍ଧିଲା ଇଡି, ଜନ୍ମଦିନରେ ଉଠେଇ ନେଲା..

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ଭୋର ସକାଳୁ ଭିଲାଇରେ ତାଙ୍କ ବାସଭବନରେ ଚଢାଉ କରିଥିଲା ।

ସୂଚନା ଅନୁଯାୟୀ, ମଦ ଦୁର୍ନୀତି ମାମଲା ସହିତ ଜଡିତ ଇଡି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଡି ଦଳ ଭିଲାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାସଭବନରେ ପହଞ୍ଚିଥିଲା। ଇଡି ଦଳ ୩ ଟି ଗାଡ଼ିରେ ପହଞ୍ଚିଥିଲା ଏବଂ ସିଆରପିଏଫ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବର୍ତ୍ତମାନ ତାଙ୍କ ଘରେ ଇଡି ତଦନ୍ତ ଚାଲିଛି । ତେବେ ଆଜି ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଜନ୍ମଦିନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର