କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ ନିର୍ବାଚନର ଭୋଟ୍‌ ଗଣନା ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି ଚାଲିଛି । ଚଳିଚ ଥର ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ୍ ପଡିଥିଲା […]

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି ଚାଲିଛି । ଚଳିଚ ଥର ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ୍ ପଡିଥିଲା । ୪୨ଟି ସେଣ୍ଟରରେ ଭୋଟ୍ ଗଣତି କଡ଼ା ସୁରକ୍ଷା ମଧ୍ୟରେ ଜାରି ରହିଛି । ଏମସିଡି ନିର୍ବାଚନ ପାଇଁ ୧ହଜାର ୩ଶହ ୪୯ ଜଣ ପ୍ରାର୍ଥୀ ଥିଲେ । ୨୦୧୭ ନିର୍ବାଚନରେ ୨୭୦ଓ୍ୱାର୍ଡରୁ ବିଜେପି ୧୮୧ରେ ବିଜୟୀ ହୋଇଥିଲା ଓ ଆପକୁ ମିଳିଥିଲା ୪୯ଟି ସିଟ୍ ଓ କଂଗ୍ରେସକୁ ୩୧ ସିଟ୍ ମିଳିଥିଲା । ଚଳିତବର୍ଷ ଆପକୁ ଜିତାଇବା ପାଇଁ ଅରବିନ୍ଦ କେଜରିଓ୍ୱାଲ ନିବେଦନ କରିଥିଲେ ।

ଆହୁରି ପଢ଼ନ୍ତୁ: ୧୩ ବର୍ଷର କୋମା ପରେ 'ଇଚ୍ଛା ମୃତ୍ୟୁ' ଅନୁମତି: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

07 Dec 2022 By The Sakala

କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ ନିର୍ବାଚନର ଭୋଟ୍‌ ଗଣନା ଆରମ୍ଭ

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି ଚାଲିଛି । ଚଳିଚ ଥର ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ୍ ପଡିଥିଲା । ୪୨ଟି ସେଣ୍ଟରରେ ଭୋଟ୍ ଗଣତି କଡ଼ା ସୁରକ୍ଷା ମଧ୍ୟରେ ଜାରି ରହିଛି । ଏମସିଡି ନିର୍ବାଚନ ପାଇଁ ୧ହଜାର ୩ଶହ ୪୯ ଜଣ ପ୍ରାର୍ଥୀ ଥିଲେ । ୨୦୧୭ ନିର୍ବାଚନରେ ୨୭୦ଓ୍ୱାର୍ଡରୁ ବିଜେପି ୧୮୧ରେ ବିଜୟୀ ହୋଇଥିଲା ଓ ଆପକୁ ମିଳିଥିଲା ୪୯ଟି ସିଟ୍ ଓ କଂଗ୍ରେସକୁ ୩୧ ସିଟ୍ ମିଳିଥିଲା । ଚଳିତବର୍ଷ ଆପକୁ ଜିତାଇବା ପାଇଁ ଅରବିନ୍ଦ କେଜରିଓ୍ୱାଲ ନିବେଦନ କରିଥିଲେ ।

https://www.thesakala.in/national-international/counting-of-votes-for-delhi-municipal-corporation-elections-has-begun-amid-tight-security/article-17149
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର