ବିହାର ବିଧାନସଭା ନିର୍ବାଚନ: ଚାଲିଛି ଭୋଟ୍ ଗଣତି, ଆଗରେ NDA ...

Deviprasad Mohanty Picture
Published On

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୯୦ ଆସନରେ ଆଗୁଆ ରହି NDA ଅଗ୍ରଣୀ ହାସଲ କରିଛି । NDA ପକ୍ଷରୁ ବିଜେପି ୮୦, ଜେଡିୟୁ ୮୩ , ଏଲଜେପି ୨୨ ଟି ସିଟରେ ଆଗରେ ରହିଛି। ସେହିଭଳି ମହାଗଠବନ୍ଧନ ପକ୍ଷରୁ ଆରଜେଡି ୩୮ଟି, କଂଗ୍ରସ ୭ଟି ସିଟରେ ଆଗରେ ରହିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ, ଦୁଇ ସନ୍ଦିଗ୍ଧ ଡାକ୍ତର ଗିରଫ

ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ୬ ନଭେମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୧ ନଭେମ୍ବର ହୋଇଥିଲା। ଭୋଟ ଗଣତିର ଫଳାଫଳ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ।

ଆହୁରି ପଢ଼ନ୍ତୁ: ଚଣ୍ଡୀ ମନ୍ଦିର ନବକଳେବର ପ୍ରକଳ୍ପ ବାଟବଣା; ଜଗମୋହନରେ ଶୋଉଛି କୁକୁର...

 

ଆହୁରି ପଢ଼ନ୍ତୁ: ନବୀନଙ୍କ ରୋଡ ଶୋ’; ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ ପଟ୍ଟନାୟକ

 

Join Us @ WhatsApp

About The Author

Google News
Join Us @ WhatsApp