ନକ୍ସଲଙ୍କ ବିରୁଦ୍ଧରେ ସୁରକ୍ଷାବାହିନୀ ପକ୍ଷରୁ ବଡ଼ ଅପରେସନ: ୮ ନକ୍ସଲ ନିହତ, ଜଣେ ଯବାନ ସହିଦ

The Sakala Picture
Published On

ଛତିଶଗଡ: ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷାବାହିନୀର ବଡ ଅପରେସନ୍ । ଛତିଶଗଡ ବିଜାପୁର ଜିଲ୍ଲା ଆବୁଝମା ଜଙ୍ଗଲରେ ଏନକାଉଣ୍ଟର।  ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ  ୨ଜଣ ଆହତ ହୋଇଛନ୍ତି। ଏଥିସହ ସେନା ଗୁଳିରେ ୮ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଏହି ମିଳିତ ଅପରେସନରେ ନାରାୟଣପୁର, କୋଣ୍ଡାଗାଓନ୍, କାନକର ଏବଂ ଦାନନ୍ତେୱାଡା ଜିଲ୍ଲାର DRG, STF ଏବଂ ITBP କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି। ଗତ ଦୁଇ ଦିନ ହେବ ସେନା ଓ ନକ୍ସଲଙ୍କ ମଧ୍ୟରେ […]

ଛତିଶଗଡ: ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷାବାହିନୀର ବଡ ଅପରେସନ୍ । ଛତିଶଗଡ ବିଜାପୁର ଜିଲ୍ଲା ଆବୁଝମା ଜଙ୍ଗଲରେ ଏନକାଉଣ୍ଟର।  ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ  ୨ଜଣ ଆହତ ହୋଇଛନ୍ତି। ଏଥିସହ ସେନା ଗୁଳିରେ ୮ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ଏହି ମିଳିତ ଅପରେସନରେ ନାରାୟଣପୁର, କୋଣ୍ଡାଗାଓନ୍, କାନକର ଏବଂ ଦାନନ୍ତେୱାଡା ଜିଲ୍ଲାର DRG, STF ଏବଂ ITBP କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି। ଗତ ଦୁଇ ଦିନ ହେବ ସେନା ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର