ଏଣିକି ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ CISF

The Sakala Picture
Published On

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ବାରା ବ୍ୟାପକ ଭିତ୍ତିରେ ସିଆଇଏସଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗକୁ ନିୟମିତ ନିୟୋଜନ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଆଇଏସଏଫର ସରକାରୀ ବିଲଡିଂ […]

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ବାରା ବ୍ୟାପକ ଭିତ୍ତିରେ ସିଆଇଏସଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗକୁ ନିୟମିତ ନିୟୋଜନ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଆଇଏସଏଫର ସରକାରୀ ବିଲଡିଂ ସିକ୍ୟୁରିଟି (ଜିବିଏସ୍) ୟୁନିଟ ର ବିଶେଷଜ୍ଞ ତଥା ବର୍ତ୍ତମାନର ସଂସଦ ସୁରକ୍ଷା ଦଳର ଅଧିକାରୀମାନେ ଏହି ସପ୍ତାହ ଶେଷରେ ସର୍ଭେ ଆରମ୍ଭ କରିବେ ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ସୂଚନା ଅନୁସାରେ, ଉଭୟ ନୂତନ ଏବଂ ପୁରାତନ ସଂସଦ କମ୍ପ୍ଲେକ୍ସ ଏବଂ ସେମାନଙ୍କ ସହ ଜଡିତ ଅଟ୍ଟାଳିକାକୁ ସିଆଇଏସ୍ଏଫ୍ ର ବ୍ୟାପକ ସୁରକ୍ଷା କବଳରେ ରଖାଯିବ । ଯେଉଁଥିରେ ସଂସଦ ସୁରକ୍ଷା ସେବା (ପିଏସ୍ଏସ୍), ଦିଲ୍ଲୀ ପୁଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ (ସିଆରପିଏଫ)ର ସଂସଦ ଡ୍ୟୁଟି ଗ୍ରୁପ୍ (ପିଡିଜି) ମଧ୍ୟ ସାମିଲ ହେବ ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

21 Dec 2023 By The Sakala

ଏଣିକି ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ CISF

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ବାରା ବ୍ୟାପକ ଭିତ୍ତିରେ ସିଆଇଏସଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗକୁ ନିୟମିତ ନିୟୋଜନ କରାଯାଇପାରିବ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଆଇଏସଏଫର ସରକାରୀ ବିଲଡିଂ ସିକ୍ୟୁରିଟି (ଜିବିଏସ୍) ୟୁନିଟ ର ବିଶେଷଜ୍ଞ ତଥା ବର୍ତ୍ତମାନର ସଂସଦ ସୁରକ୍ଷା ଦଳର ଅଧିକାରୀମାନେ ଏହି ସପ୍ତାହ ଶେଷରେ ସର୍ଭେ ଆରମ୍ଭ କରିବେ ।

ସୂଚନା ଅନୁସାରେ, ଉଭୟ ନୂତନ ଏବଂ ପୁରାତନ ସଂସଦ କମ୍ପ୍ଲେକ୍ସ ଏବଂ ସେମାନଙ୍କ ସହ ଜଡିତ ଅଟ୍ଟାଳିକାକୁ ସିଆଇଏସ୍ଏଫ୍ ର ବ୍ୟାପକ ସୁରକ୍ଷା କବଳରେ ରଖାଯିବ । ଯେଉଁଥିରେ ସଂସଦ ସୁରକ୍ଷା ସେବା (ପିଏସ୍ଏସ୍), ଦିଲ୍ଲୀ ପୁଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ (ସିଆରପିଏଫ)ର ସଂସଦ ଡ୍ୟୁଟି ଗ୍ରୁପ୍ (ପିଡିଜି) ମଧ୍ୟ ସାମିଲ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର