ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସେୟାର ମାର୍କେଟ୍‌ର ବିଗ୍‌ବୁଲ୍‌ ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ପରଲୋକ

The Sakala Picture
Published On

ନୂଆଦିଲ୍ଲୀ: ଆଜି ସକାଳା ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ ଘଟିଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ସକାଳ ୬ଟା ୪୫ ମିନିଟରେ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ ଘଟିଛି। ୬୨ ବର୍ଷ ବୟସରେ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି।  ଭାରତର ୱାରେନ୍ ବଫେଟ୍‌ ବା ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲା। ଯିଏକି ୫ ହଜାର ଟଙ୍କାରୁ ଆରମ୍ଭ କରି ୫.୮ ବିଲିୟନ ଡ଼ଲାର ଅର୍ଥାତ ପ୍ରାୟ ୪୬.୧୮ କୋଟି ଯାତ୍ରା କରିଥିଲେ। ଝୁନ୍‌ଝୁନ୍‌ୱାଲା ଅଗଷ୍ଟ ୭ ତାରିଖରେ […]

ନୂଆଦିଲ୍ଲୀ: ଆଜି ସକାଳା ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ ଘଟିଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ସକାଳ ୬ଟା ୪୫ ମିନିଟରେ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ ଘଟିଛି। ୬୨ ବର୍ଷ ବୟସରେ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି।  ଭାରତର ୱାରେନ୍ ବଫେଟ୍‌ ବା ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲା। ଯିଏକି ୫ ହଜାର ଟଙ୍କାରୁ ଆରମ୍ଭ କରି ୫.୮ ବିଲିୟନ ଡ଼ଲାର ଅର୍ଥାତ ପ୍ରାୟ ୪୬.୧୮ କୋଟି ଯାତ୍ରା କରିଥିଲେ।

ଆହୁରି ପଢ଼ନ୍ତୁ: ଟିଏମସିରେ ସଙ୍କଟ: ସୁସ୍ମିତା ଦେବଙ୍କ ପରେ ଇସ୍ତଫା ଦେଲେ ତୃତୀୟ ରାଜ୍ୟସଭା ସାଂସଦ ପ୍ରକାଶ ଚିକ ବରାଇକ

ଝୁନ୍‌ଝୁନ୍‌ୱାଲା ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ।। ଝୁନ୍‌ଝୁନ୍‌ୱାଲାଙ୍କୁ ଏକଦା ଷ୍ଟକ ମାର୍କେଟରେ ବିଗବୁଲ୍ କୁହାଯାଉଥଲା । ସେ ୧୯୯୨ରେ ହର୍ଷଦ ମେହେଟ୍ଟା ସ୍କାମର ଖୁଲାସା ହେବା ପରେ ସେ ବହୁତ ଲାଭ କରିଥିଲେ। ୧୯୯୦ ଦଶକରେ ଭାରତୀୟ ଷ୍ଟକ୍ ମାର୍କେଟରେ ଅନେକ ଖ୍ୟାତିସମ୍ପନ୍ନ କାର୍ଟେଲ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା

14 Aug 2022 By The Sakala

ସେୟାର ମାର୍କେଟ୍‌ର ବିଗ୍‌ବୁଲ୍‌ ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ପରଲୋକ

ନୂଆଦିଲ୍ଲୀ: ଆଜି ସକାଳା ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ ଘଟିଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ସକାଳ ୬ଟା ୪୫ ମିନିଟରେ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ ଘଟିଛି। ୬୨ ବର୍ଷ ବୟସରେ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି।  ଭାରତର ୱାରେନ୍ ବଫେଟ୍‌ ବା ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲା। ଯିଏକି ୫ ହଜାର ଟଙ୍କାରୁ ଆରମ୍ଭ କରି ୫.୮ ବିଲିୟନ ଡ଼ଲାର ଅର୍ଥାତ ପ୍ରାୟ ୪୬.୧୮ କୋଟି ଯାତ୍ରା କରିଥିଲେ।

ଝୁନ୍‌ଝୁନ୍‌ୱାଲା ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ।। ଝୁନ୍‌ଝୁନ୍‌ୱାଲାଙ୍କୁ ଏକଦା ଷ୍ଟକ ମାର୍କେଟରେ ବିଗବୁଲ୍ କୁହାଯାଉଥଲା । ସେ ୧୯୯୨ରେ ହର୍ଷଦ ମେହେଟ୍ଟା ସ୍କାମର ଖୁଲାସା ହେବା ପରେ ସେ ବହୁତ ଲାଭ କରିଥିଲେ। ୧୯୯୦ ଦଶକରେ ଭାରତୀୟ ଷ୍ଟକ୍ ମାର୍କେଟରେ ଅନେକ ଖ୍ୟାତିସମ୍ପନ୍ନ କାର୍ଟେଲ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର